ଭିଜିଲାନ୍ସକୁ ତଦନ୍ତରେ ସହଯୋଗ କରୁନାହାନ୍ତି ଆକାଶ, ହୋଇପାରେ ପଲିଗ୍ରାଫ ଟେଷ୍ଟ | News Room Odisha

ଭିଜିଲାନ୍ସକୁ ତଦନ୍ତରେ ସହଯୋଗ କରୁନାହାନ୍ତି ଆକାଶ, ହୋଇପାରେ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର- ଆଇଏଫଏସ ଅଭୟକାନ୍ତ ଓ ପୁଅ ଆକାଶ ଭିଜିଲାନ୍ସକୁ ତଦନ୍ତରେ ସହଯୋଗ କରୁ ନଥିବା ଅଭିଯୋଗ ହୋଇଛି । ଆକାଶଙ୍କ ଉତରକୁ ନେଇ ତଦନ୍ତକାରୀ ଅଧିକାରୀ ଅଡୁଆରେ ପଡିଛନ୍ତି । ଆକାଶ ପ୍ରଶ୍ନର ସଠିକ ଉତର ଦେଉ ନ ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ସେଥିପାଇଁ ଭିଜିଲାନ୍ସ ଆକାଶଙ୍କ ପଲିଗ୍ରାଫ୍ ଟେଷ୍ଟ କରିପାରେ । ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ପାଠକ ବାପ-ପୁଅ ଏବେ ଜେଲରେ ଅଛନ୍ତି ।