ଭିଜିଲାନ୍ସ ଜାଲରେ ବିନିକା ରେଞ୍ଜ୍ ଫରେଷ୍ଟର | News Room Odisha

ଭିଜିଲାନ୍ସ ଜାଲରେ ବିନିକା ରେଞ୍ଜ୍ ଫରେଷ୍ଟର

ସୁବର୍ଣ୍ଣପୁର – ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଲେ ବିନିକା ରେଞ୍ଜ୍‌ର ଫରେଷ୍ଟର । ଫରେଷ୍ଟର ଜଗବନ୍ଧୁ ବାରିକଙ୍କ ଘରେ ଓ ଅଫିସରେ ଭିଡିଲାନ୍ସ ରେଡ୍ ହୋଇଛି । ସୋନପୁର ଓ ସମ୍ବଲପୁରର ଦୁଇଟି ଭିଜିଲାନ୍ସ ଟିମ୍ ଏକକାଳୀନ ସୋନପୁର ସହର ଶାନ୍ତିନଗର ପଡାରେ ଥିବା ବାରିକଙ୍କ ଘର ଓ ବିନିକା ରେଂଜ ଅଫିସରେ ଚଢାଉ କରିଛନ୍ତି । ଚଢାଉ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Vigilance Net