ଉପନିର୍ବାଚନରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ୨୮ ତିର୍ତୋଲ ଓ ୨୯ ତାରିଖରେ ବାଲେଶ୍ୱର ସଦର ଆସନରେ କରିବେ ଭର୍ଚୁଆଲ୍ ପ୍ରଚାର Read more
ରାଜ୍ୟରେ କୋରୋନା ସଂକ୍ରମଣର ତଳମୁହାଁ ଗତି ଜାରି, ୨୪ ଘଂଟାରେ ୧୩ ଶହରୁ ତଳକୁ ଖସିଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା Read more
ଚନ୍ଦ୍ରପୃଷ୍ଠର ସୂର୍ଯ୍ୟାଲୋକ ପଡୁଥିବା ଅଂଚଳରେ ପାଣିର ସନ୍ଧାନ କରିଥିବା ଦାବି କଲା ନାସା, ସୋଫିଆ ଟେଲିସ୍କୋପ କରିଥିଲା ଅନ୍ୱେଷଣ Read more
ରାୟଗଡା ଓ ଗଂଜାମ ଜିଲ୍ଲାରେ ଅଭିନବ ଶୈଳୀରେ କୋଭିଡ ସଚେତନତା ବାର୍ତା ଦେଉଥିବା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭୂୟସୀ ପ୍ରଶଂସା Read more
ଦେଶରେ କମିବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ ମାମଲା, ୨୪ ଘଂଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ତଳେ, ମୃତ୍ୟୁ ସଂଖ୍ୟା ୪୮୮ Read more
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷିତ : ଆହତ ଯୋଗୁଁ ସବୁ ଦଳରୁ ରୋହିତ ବାଦ୍, ଟି-୨୦ ଦଳରେ ସଂଜୁ ସାମସନ, ମୟଙ୍କ ଅଗ୍ରୱାଲ ଓ ବରୁଣ ଚକ୍ରବର୍ତୀ Read more
ବୈଜୟନ୍ତ ଓ ଜଗିଙ୍କ ବିରୋଧରେ ମନି ଲଣ୍ଡ୍ରିଂ ଅଭିଯୋଗ, ତଦନ୍ତରେ ଅଗ୍ରଗତି ହୋଇ ନ ଥିବା ଦର୍ଶାଇ ସାମାଜିକ ସଂଗଠନର କ୍ଷୋଭ Read more
ପ୍ରଥମ ଆଇପିଏଲ କ୍ରିକେଟର ଭାବେ ବ୍ଲାକ ଲାଇଭ୍ସ ମ୍ୟାଟର୍ ଅଭିଯାନକୁ ‘ଆଂଠୁ ପୋଜ’ ସହ ସମର୍ଥନ କଲେ ହାର୍ଦ୍ଦିକ ପାଣ୍ଡ୍ୟ Read more
ଲଦ୍ଦାଖ ସୀମୀରେ ପ୍ରତିକୂଳ ପରିସ୍ଥିତିର ସାମନା ପାଇଁ ପ୍ରସ୍ତୁତ ରହିବାକୁ ତିନି ସେନାକୁ ସିଡିଏସ ଜେନେରାଲ ବିପିନ ରାୱତଙ୍କ ନିର୍ଦ୍ଦେଶ Read more