କେନ୍ଦ୍ରାପଡା ସାଂସଦଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କୋର୍ଟରେ ଆଣିଲେ ଘରୋଇ ହିଂସା ଅଭିଯୋଗ, ଆସନ୍ତା ୭ ତାରିଖରେ ଶୁଣାଣି, କୌଣସି ନୋଟିସ୍ ପାଇ ନ ଥିବା କହିଲେ ଅନୁଭବ Read more
ରାୟପୁର ବସ୍ ଦୁର୍ଘଟଣାରେ ମୃତ ୮ ଜଣଙ୍କ ମଧ୍ୟରୁ ଚାରିଜଣଙ୍କ ପରିଚୟ ମିଳିଲା, ଜନ୍ମମାଟିରେ ହିଁ ମୃତକଙ୍କ ଅନ୍ତିମ ସଂସ୍କାର ହେବ ବୋଲି ଗଂଜାମ ଜିଲ୍ଲାପାଳଙ୍କ ସୂଚନା Read more
ରାଜ୍ୟରେ ଦିନକରେ ୩ ହଜାର ୫୪୩ ନୂଆ କୋରୋନା ରୋଗୀ, ଦୈନନ୍ଦିନ ସଂକ୍ରମଣ ସଂଖ୍ୟାରେ ଖୋର୍ଧା ଜିଲ୍ଲାର ସର୍ବକାଳିନ ରେକର୍ଡ, ସର୍ବାଧିକ ୮୭୯ ରୋଗୀ ଚିହ୍ନଟ, ମୟୂରଭଂଜରୁ ୩୨୬, ଆଉ ୭ ରୋଗୀଙ୍କ ମୃତ୍ୟୁ Read more
ଛତିଶଗଡ ବସ ଦୁର୍ଘଟଣା : ରାୟପୁର ଯାଉଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ, ରାୟପୁର ମେଡିକାଲ କଲେଜ ଓ ହସପିଟାଲରେ ଚାଲିଛି ଆହତଙ୍କ ଚିକିତ୍ସା Read more
ଛତିଶଗଡରେ ବସ ଦୁର୍ଘଟଣାରେ ଗଂଜାମ ଜିଲ୍ଲାର ୭ ମୃତ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିବାରକୁ ଅନୁକଂପାମୂଳକ ସହାୟତା ଘୋଷଣା Read more