ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୫୯ ହଜାର ୪୪୯, ୨୪ ଘଂଟାରେ ୧ ହଜାର ୫୯ଜଣଙ୍କ ମୃତ୍ୟୁ | News Room Odisha

ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୫୯ ହଜାର ୪୪୯, ୨୪ ଘଂଟାରେ ୧ ହଜାର ୫୯ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୫୯ ହଜାର ୪୪୯କୁ ବୃଦ୍ଧି । ଗତ ୨୪ ଘଂଟାରେ ଦେଶରେ ୧ ହଜାର ୫୯ ଲୋକ ପ୍ରାଣ ହରାଇଛନ୍ତି । ଦିନକରେ ୬୭ ହଜାର ୧୫୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏ ଯାଏଁ ସାରା ଦେଶରେ ୩୨ ଲକ୍ଷ ୩୪ ହଜାର ୪୭୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୪ ଲକ୍ଷ ୬୭ ହଜାର ୭୫୮ ଜଣ ସୁସ୍ଥ ହୋଇଥିବା ବେଳେ ୭ ଲକ୍ଷ ୭ ହଜାର ୨୬୭ ଜଣ ଚିକିତ୍ସିତ ହେଉଛନ୍ତି ।

COVID-19