ବିଶ୍ୱରେ କୋରୋନା ପ୍ରକୋପ ଜାରି , ୨୪ ଘଂଟାରେ ୨ ଲକ୍ଷ ୬୩ ହଜାର ୩୩୩ ନୂଆ ମାମଲା, ୫ ହଜାରରୁ ଅଧିକ ମୃତ | News Room Odisha

ବିଶ୍ୱରେ କୋରୋନା ପ୍ରକୋପ ଜାରି , ୨୪ ଘଂଟାରେ ୨ ଲକ୍ଷ ୬୩ ହଜାର ୩୩୩ ନୂଆ ମାମଲା, ୫ ହଜାରରୁ ଅଧିକ ମୃତ

ନୂଆଦିଲ୍ଲୀ : ସାରା ବିଶ୍ୱରେ ଜାରି ରହିଛି କୋରୋନା ପ୍ରକୋପ । ପରିସ୍ଥିତି ଅଧିକ ବିଗିଡିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ବିଶ୍ୱରେ ୨ ଲକ୍ଷ ୬୩ ହଜାର ୩୩୩ଟି ନୂଆ ପଜିଟିଭ ମାମଲା ଆସିଛି । ପ୍ରାଣ ହରାଇଛନ୍ତି ୫ ହଜାର ୮୭୯ ।

ବିଶ୍ବରେ ମୋଟ ୨ କୋଟି ୪୬ ଲକ୍ଷ ୫ ହଜାର ୮୭୬ ଲୋକ ସଂକ୍ରମିତ ହୋଇଛନ୍ତି । ପ୍ରାଣ ହରାଇଛନ୍ତି ୮ ଲକ୍ଷ ୩୪ ହଜାର ୭୯୧ ଜଣ । ୧ କୋଟି ୭୦ ଲକ୍ଷ ୭୭ ହଜାର ୯୭ ଲୋକ ସୁସ୍ଥ ହୋଇଛନ୍ତି ।

COVID-19