ଦିନକରେ ରାଜ୍ୟରେ ୫୭ ହଜାର ୮୭୭ ହଜାର କୋରୋନା ଟେଷ୍ଟିଂ, ଗଂଜାମରେ ସର୍ବାଧିକ ୧୧ ହଜାର ୬୦୭ | News Room Odisha

ଦିନକରେ ରାଜ୍ୟରେ ୫୭ ହଜାର ୮୭୭ ହଜାର କୋରୋନା ଟେଷ୍ଟିଂ, ଗଂଜାମରେ ସର୍ବାଧିକ ୧୧ ହଜାର ୬୦୭

ଭୁବନେଶ୍ୱର : ଦିନକରେ ରାଜ୍ୟରେ ୫୭ ହଜାର ୮୭୭ କୋରୋନା ଟେଷ୍ଟିଂ କରାଯାଇଛି । ୫ ହଜାର ୯୯୪ ଜଣଙ୍କର ଆରଟି-ପିସିଆର୍ ଟେଷ୍ଟ ହୋଇଥିଲା ବେଳେ ୫୧ ହଜାର ୭୦୭ ଜଣଙ୍କର ଆଂଟିଜେନ୍ ଓ ୧୭୬ ଟ୍ରୁନଟ୍ ଟେଷ୍ଟ କରାଯାଇଛି । ଗଂଜାମରେ ସର୍ବାଧିକ ୧୧ ହଜାର ୬୦୭, କେନ୍ଦୁଝରରେ ୧୦ ହଜାର ୧୪୪, ମୟୂୂରଭଂଜରେ ୭ ହଜାର ୫୪୫ ନମୁନା ପରୀକ୍ଷଣ କରାଯାଇଛି ।

COVID-19