ଡିଜିଟାଲ ଇଣ୍ଡିଆ ସେଲ୍ ପୁଣି ଥରେ ଏକ ଧମାକା ସହିତ ଆସିଛି | News Room Odisha

ଡିଜିଟାଲ ଇଣ୍ଡିଆ ସେଲ୍ ପୁଣି ଥରେ ଏକ ଧମାକା ସହିତ ଆସିଛି

ଭୁବନେଶ୍ୱର: ନବ ବର୍ଷ ସହିତ, ରିଲାଏନ୍‌ସ ଡିଜିଟାଲ୍ ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ ସେଲ୍ ‘ଡିଜିଟାଲ୍ ଇଣ୍ଡିଆ ସେଲ୍‌’ ସହିତ ଆପଣଙ୍କର ଟେକ୍ ଉତ୍ପାଦକୁ ଅପଗ୍ରେଡ୍ କରିବାର ଏକ ନୂତନ ସୁଯୋଗ ନେଇ ଆସିଛି   ଆପଣଙ୍କର ପସନ୍ଦର ଇଲେକ୍‌ଟ୍ରୋନିକ୍‌ସ ଉପରେ ଅତୁଳନୀୟ ଅଫର ଓ ଡିସକାଉଂଟ ଲାଭ କରନ୍ତୁ । ଏବଂ କେବଳ ଏତିକି ନୁହେଁ ! ସମସ୍ତ କ୍ରେଡିଟ୍ ଓ ଡେବିଟ୍ କାର୍ଡ଼ରେ ଟ.୨୦,୦୦୦ ପର୍ଯ୍ୟନ୍ତ ଇନ୍‌ଷ୍ଟାଂଟ ଡିସକାଉଂଟ* ସୁବିଧାକୁ କେବଳ ରିଲାଏନ୍‌ସ ଡିଜିଟାଲ, ମାଇଁ ଜିଓ ଷ୍ଟୋର ଓ www.reliancedigital.in ରେ ୨୯ ଜାନୁୟାରୀ  ପର୍ଯ୍ୟନ୍ତ ଉପଭୋଗ କରନ୍ତୁ । ଆହୁରି ମଧ୍ୟ, ଚଳିତ ବର୍ଷର ଡିଜିଟାଲ୍ ଇଣ୍ଡିଆ ସେଲ୍ ଅନୁଭୂତି ଆହୁରି ଅଧିକ ରିୱାର୍ଡିଂ ହୋଇଛି ଏବଂ ଏଥିରେ ରହିଛି ସହଜିଆ ଫାଇନାନ୍ସିଂ ଓ ଇଏମଇଆଇ ବିକଳ୍ପ । ଗ୍ରାହକମାନେ ମଧ୍ୟ ଇନଷ୍ଟା ଡେଲିଭରି* (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଓ ଷ୍ଟୋର ପିକ୍‌ ଅପ୍‌* ବିକଳ୍ପ ସେମାନଙ୍କର ନିକଟତମ ଷ୍ଟୋରରୁ ପାଇପାରିବେ ।

ଏବଂ ଏହି ଅଫରଗୁଡ଼ିକ ବ୍ୟତୀତ ରିଲାଏନସ ଡିଜିଟାଲର ସମସ୍ତ ଇଳେକ୍‌ଟ୍ରୋନିକ୍‌ସ ବର୍ଗ ଯଥା ଟିଭି, ସ୍ମାର୍ଟଫୋନ୍‌, ଲାପଟପ୍‌, ରେଫ୍ରିଜରେଟର, ଅଡିଓ ଡିଭାଇସ୍‌, ସ୍ମଲ୍ ଡୋମେଷ୍ଟିକ୍ ଡିଭାଇସ୍ ଓ ଆହୁରି ଅନେକ ଉପରେ ଆକର୍ଷଣୀୟ ଅଫର ମାନ ପ୍ରଦାନ କରୁଛି ।

ପରିବାର ସମୟ ଆହୁରି ଅଧିକ ଉନ୍ନତ ହୋଇଛି

ସାରା ବିଶ୍ୱକୁ ଆପଣଙ୍କର ସ୍କ୍ରିନ ସହାୟତାରେ ଉପଭୋଗ କରନ୍ତୁ ଯେଉଁଥିରେ ଲାଟେଷ୍ଟ ଟେଲିଭିଜନ ଆଦି ଉପରେ ଆକର୍ଷଣୀୟ ଅଫରମାନ ରହିଛି ।

ଘରକୁ ଆଣନ୍ତୁ ସାମସଙ୍ଗ ନିଓ କ୍ୟୁଏଲଇଡି ରେଞ୍ଜ ଯାହାକି ଟ.୯୯,୯୯୦/- ରୁ ଆରମ୍ଭ ଓ ପାଆନ୍ତୁ ସାମସଙ୍ଗ ଗାଲାକ୍ସି ଏ୨୩ ମୋବାଇଲ୍ ଟ.୨୩,୯୯୦/- ମୂଲ୍ୟର ସମ୍ପୂର୍ଣ୍ଣ ମାଗଣା ୨୦% କ୍ୟାସବ୍ୟାକ୍ ସୁବିଧା ସହିତ, ଓ ପାଆନ୍ତୁ ଟିସିଏଲ୍ ୬୫” ୟୁଏଚଡି ଗୁଗଲ୍ ଟିଭି ଟ.୪୪,୯୯୦/-* ରେ କ୍ୟାସବ୍ୟାକ୍ ପରେ ଓ ଏଥିରେ ରହିଛି ୨ ବର୍ଷର ୱାରେଂଟି ସୁବିଧା । କେବଳ ଏତିକି ନୁହେଁ, ପାଆନ୍ତୁ ଏକ ମଲ୍‌ଟିଚ୍ୟାନେଲ୍ ସାଉଣ୍ଡବାର ଟ.୯୯୯୦/- ର ଯାହାର ସର୍ବନିମ୍ନ ମୂଲ୍ୟ ରହିଛି ଟ.୩୯୯୯/- ବଛା ବଛା ଏଲଇଡି ଟିଭି ସହିତ, ଏବଂ ଏହା ସହିତ କ୍ୟାସବ୍ୟାକ୍ ଅଫରର ସୁବିଧା । ଏହି ଆକର୍ଷଣୀୟ ଅଫର ସହିତ ଆପଣଙ୍କର ମୁଭି ନାଇଟ୍ ଆହୁରି ଅଧିକ ଉତ୍କୃଷ୍ଟ ହୋଇପାରିବ ।

ସମଗ୍ର ବିଶ୍ୱ ଆପଣଙ୍କର ହାତ ମୁଠାରେ

ଏହି ସବୁ ସର୍ବୋତ୍କୃଷ୍ଟ ସ୍ମାର୍ଟଫୋନରେ ଅତୁଳନୀୟ ଡିଲ୍ ସହିତ ସର୍ବଦା ସଂଯୁକ୍ତ ରୁହନ୍ତୁ । ଏହି ଅବସରରେ ନିଅନ୍ତୁ ସାମସଙ୍ଗ ଫ୍ଲିପ୍ ୩ ମାତ୍ର ଟ.୪୯,୯୯୯/-* ରେ ଓ ଆଇଫୋନ୍ ୧୩ ର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୫୯,୯୦୦/-* (ଏହି ଅଫର ୨୬ ଜାନୁୟାରୀ ପର୍ଯ୍ୟନ୍ତ ଉପଲବ୍ଧ ରହିଛି) । ତେଣୁ ଆପଣଙ୍କର ନିକଟତମ ଷ୍ଟୋରକୁ ଯାଆନ୍ତୁ ସାରା ବିଶ୍ୱ ସହିତ ସଂଯୁକ୍ତ ହୁଅନ୍ତୁ ।

କାର୍ଯ୍ୟଜୀବନ ସନ୍ତୁଳନତା ହାସଲ ହୋଇଛି

ଲାପଟପ୍ ଉପରେ ଆକର୍ଷଣୀୟ ଅଫର ସହିତ କାର୍ଯ୍ୟ କରିବା ଆହୁରି ମଜାଦାର ହୋଇଛି । ସମସ୍ତ ଗେମରଙ୍କ ପାଇଁ, ରିଲାଏନ୍‌ସ ଡିଜିଟାଲ୍ ପ୍ରଦାନ କରୁଛି ଗେମିଂ ଲାପଟପ୍ ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୪୯,୯୯୯/- ଏବଂ ଆପଣଙ୍କର ଡ୍ରିମ୍ ଲାପଟପ୍ କିଣନ୍ତୁ  ଓ ପାଆନ୍ତୁ ଏକ ଟ୍ରଲିବ୍ୟାଗ୍ ଟ.୭୫୦୦/- ମୂଲ୍ୟର ମାତ୍ର ଟ.୯୯/- ରେ ଓ ଏହା ସହିତ ଷ୍ଟୋରରେ ଆହୁରି ଅନେକ ଆକର୍ଷଣୀୟ ଅଫର ସୁବିଧା ମଧ୍ୟ ରହିଛି! ଏହି ଆକର୍ଷଣୀୟ ଡିଲ୍ ସହିତ ଆପଣ ନିଶ୍ଚିତ ଭାବରେ ଅପଗ୍ରେଡ୍ କରିବାକୁ ଚାହିଁବେ ।

ଫ୍ରେସନେସ୍ ଯାହା ପୂର୍ବରୁ କେବେ ନଥିଲା

ଆକର୍ଷଣୀୟ ଡିଲ୍ ସହିତ ଫ୍ରଷ୍ଟ-ଫ୍ରି ରେଫ୍ରିଜରେଟର ର ନୂତନ ସମ୍ଭାରକୁ ଉପଭୋଗ କରନ୍ତୁ । ଘରକୁ ଆଣନ୍ତୁ ୫୮୪ ଲିଟର ରେଫ୍ରିଜରେଟର, ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ମାତ୍ର ଟ.୫୩,୯୯୦/-* ।

ସମସ୍ତ ମ୍ୟୁଜିକ୍ ପ୍ରେମୀଙ୍କ ପାଇଁ

ଅଡିଓ ଡିଭାଇସ୍ ଉପରେ ସର୍ବୋତ୍କୃଷ୍ଟ ଡିଲର ସୁଯୋଗ ଲାଭ କରନ୍ତୁ । କିଣନ୍ତୁ ଆପଲ୍ ଏୟାରପଡ୍ ପ୍ରୋ ୧ମ ଜେନ୍ ଓ ପାଆନ୍ତୁ ନିଓପ୍ୟାକ୍ ୩ ଇନ୍ ୧ ଓୟାରଲେସ୍ ଚାର୍ଜର ଟ.୪,୯୯୯/- ମୂଲ୍ୟର ସମ୍ପୂର୍ଣ୍ଣ ମାଗଣା! ସିନେମା ପରି ଇମର୍ସିଭ୍ ଅଡିଓ ଅନୁଭୂତି ଲାଭ କରନ୍ତୁ ଡଲବି ଆଟମସ୍ ୯.୧.୪ ସିଏଚ୍ ସାଉଣ୍ଡବାର ସହିତ ତାହା ପୁଣି ୪୫% ରିହାତି ସହିତ ଟ.୧,୨୧,୯୦୦/- ମୂଲ୍ୟରେ ।

ଘର କାର୍ଯ୍ୟ କରିବା ଏବେ ଆହୁରି ଅଧିକ ସହଜ ହୋଇଛି

କ୍ଷୁଦ୍ର ଘରୋଇ ଉପକରଣ ଗୁଡ଼ିକରେ ଆକର୍ଷଣୀୟ ଡିଲ୍ ସହିତ ଅନେକ ଅଫରର ସୁବିଧା ଲାଭ କରନ୍ତୁ । ଜୀବନକୁ ସହଜ କରନ୍ତୁ ବଜାଜ୍ ୫୦୦ ଡବ୍ଲୁ ମିକ୍ସର-ଗ୍ରାଇଣ୍ଡର ଓ ବଜାଜ୍ ୧୫ ଲି ଷ୍ଟୋରେଜ୍ ଗିଜର ସହିତ ଯାହାର ରିହାତି ମୂଲ୍ୟ ରହିଛି ଯଥାକ୍ରମେ ଟ.୨୦୯୯/-* ଓ ଟ.୬୯୯୦/-* ।

କାର୍ଯ୍ୟ କରିବା ସହିତ ଆପଣଙ୍କର ସମସ୍ତ ଲକ୍ଷ୍ୟ ହାସଲ କରନ୍ତୁ

ସମସ୍ତ ମଲ୍‌ଟି ଟାସ୍କରଙ୍କ ପାଇଁ, ଉୟରେବଲ୍ ଉପରେ ଡିଲ୍ ପାଆନ୍ତୁ ଯାହା ପୂର୍ବରୁ କେବେ ନଥିଲା । ଉୟରେବଲ୍ ଉପରେ ଆକର୍ଷଣୀୟ ଡିଲ୍ ସହିତ ମଲ୍‌ଟିଟାସ୍କିଂକୁ ଆହୁରି ଅଧିକ ସହଜ କରନ୍ତୁ । ଘରକୁ ଆଣନ୍ତୁ ସାମସଙ୍ଗ ସ୍ମାର୍ଟୱାଚ୍ ଯାହାକି ଟ.୫୯୯୦/-* ରୁ ଆରମ୍ଭ ଓ କିଣନ୍ତୁ ଆପଲ୍ ୱାଚ୍ ସିରିଜ୍ ୮ ଓ ପାଆନ୍ତୁ ନେଓପ୍ୟାକ୍ ୩ ଇନ୍ ୧ ଓୟାରଲେସ୍ ଚାର୍ଜର ଟ.୪୯୯୯/- ମୂଲ୍ୟର ସମ୍ପୂର୍ଣ୍ଣ ମାଗଣା!

ଆପଣଙ୍କର ପୋଷାକ ଆବଶ୍ୟକ କରୁଥିବା ଯତ୍ନ

ଆପଣଙ୍କର ସର୍ବୋତ୍କୃଷ୍ଟ ୱାସିଂ ମେସିନ ଉପରେ ସର୍ବନିମ୍ନ ମୂଲ୍ୟ ପାଆନ୍ତୁ । ବାଛନ୍ତୁ ୬.୫ କେଜି ଫୁଲି ଅଟୋମେଟିକ୍ ୱାସିଂ ମେସିନ୍ ଯାହାର ଅତୁଳନୀୟ ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୧୧,୯୯୦/-* ।

ତେବେ, ଆପଣ କାହାକୁ ଅପେକ୍ଷା କରିଛନ୍ତି? ଟେକ୍ ଦୁନିଆଁରେ ପ୍ରବେଶ କରିବା ଓ ଆପଣଙ୍କର ପ୍ରିୟ ସାମଗ୍ରୀକୁ ବାଛିବା ପାଇଁ ଏହା ହେଉଛି ଆପଣଙ୍କ ନିମନ୍ତେ ଉତ୍କୃଷ୍ଟ ସମୟ । ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍ ସେଲରେ କିଣାକିଣି କରନ୍ତୁ ଓ ଟେକ୍‌ନୋଲୋଜିକୁ ଆପଣଙ୍କର ସର୍ବୋତମ ବନ୍ଧୁ କରନ୍ତୁ ।ସମସ୍ତ ଅଫର ଓ ମୂଲ୍ୟରେ ସର୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ ।