News Room Odisha
BREAKING
Odia

ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ମା’ ସମଲେଇ ପ୍ରକଳ୍ପ

ଭୁବନେଶ୍ବର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପିତ ହୋଇଥିବା ସମଲେଇ ପ୍ରକଳ୍ପକୁ ନେଇ ଚର୍ଚ୍ଚା ହେଉଛି । ସମଗ୍ର ପଶ୍ଚିମ ଓଡ଼ିଶାର ଆରାଧ୍ୟା ଦେବୀ ମା’ ସମଲେଶ୍ବରୀଙ୍କ ଐତିହାସିକ ମନ୍ଦିରର ରୂପାନ୍ତରଣକୁ ସବୁଆଡେ ପ୍ରଶଂସା କରାଯାଉଛି । ୪୦ ଏକର ଜମିରେ ହୋଇଛି ସମଲେଇ ପ୍ରକଳ୍ପ । ସମଲେଇ ପ୍ରକଳ୍ପ ଲୋକାର୍ପଣ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ସୋସିଆଲ ମିଡିଆ ‘ଏକ୍ସ’ରେ ଟ୍ରେଣ୍ଡ୍ କରୁଛି ଜ ‘JaiMaaSamlei’ । ସମସ୍ତେ ପ୍ରକଳ୍ପର ପରିକଳ୍ପନାରୁ [...]

Admin•January 27, 2024
Share Article:

ଭୁବନେଶ୍ବର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପିତ ହୋଇଥିବା ସମଲେଇ ପ୍ରକଳ୍ପକୁ ନେଇ ଚର୍ଚ୍ଚା ହେଉଛି । ସମଗ୍ର ପଶ୍ଚିମ ଓଡ଼ିଶାର ଆରାଧ୍ୟା ଦେବୀ ମା’ ସମଲେଶ୍ବରୀଙ୍କ ଐତିହାସିକ ମନ୍ଦିରର ରୂପାନ୍ତରଣକୁ ସବୁଆଡେ ପ୍ରଶଂସା କରାଯାଉଛି । ୪୦ ଏକର ଜମିରେ ହୋଇଛି ସମଲେଇ ପ୍ରକଳ୍ପ । ସମଲେଇ ପ୍ରକଳ୍ପ ଲୋକାର୍ପଣ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ସୋସିଆଲ ମିଡିଆ ‘ଏକ୍ସ’ରେ ଟ୍ରେଣ୍ଡ୍ କରୁଛି ଜ ‘JaiMaaSamlei’ । ସମସ୍ତେ ପ୍ରକଳ୍ପର ପରିକଳ୍ପନାରୁ ବାସ୍ତବତା ଯାଏ ଯେଉଁମାନଙ୍କର ଭୂମିକା ରହିଛି ସେମାନଙ୍କୁ ଲୋକେ ପ୍ରଶଂସା କରୁଛନ୍ତି ।

#Odia#Odisha#News
Share Article:

Related Articles