News Room Odisha
BREAKING
Odia

ଆଜି ସଂଧ୍ୟାରେ ଚେନ୍ନାଇରୁ ଭୁବନେଶ୍ୱର ଆସିବ ଭି. ସୁଜ୍ଞାନ ଦେଓଙ୍କ ପାର୍ଥିବ ଶରୀର

ଚେନ୍ନାଇ – ଚେନ୍ନାଇରେ ଚିକିତ୍ସାଧିକାରୀ ଅବସ୍ଥାରେ ଆଖି ବୁଝିଥିବା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ମରଶରୀର ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବ । ଚେନ୍ନାଇରୁ ବିମାନ ଯୋଗେ ଖଲ୍ଲିକୋଟ ରାଣୀକ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ମର୍ଦ୍ଦରାଜ ପରିଷଦ ସମ୍ପାଦକ ସୁଧାଂଶୁ ସାହୁ । ଭୁବନେଶ୍ୱରରୁ ମରଶରୀର ଖଲ୍ଲିକୋଟ ନିଆଯିବାର ବ୍ୟବସ୍ଥା ହେବ । ଏହାପରେ ଶେଷକୃତ୍ୟ ପାଇଁ ପରବର୍ତ୍ତୀ ଅବସ୍ଥାରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ ବୋଲି ସୂଚନା ଦିଆଯାଇଛି।

Admin•February 10, 2024
Share Article:

#Odia#Odisha#News
Share Article:

Related Articles