News Room Odisha
BREAKING
Odia

ଓଡ଼ିଶାରେ ପ୍ରବେଶ କଲା ଆଉ ଏକ ଆଇଟି ମେଜର , ଆଜି ଆକସେଞ୍ଚର ସେଣ୍ଟରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଦେଶର ପ୍ରମୁଖ ଆଇଟି ହବ୍ ଭାବେ ମୁଣ୍ଡ ଟେକିଛି ଓଡ଼ିଶା। ପ୍ରମୁଖ ଆଇଟି କମ୍ପାନୀମାନେ ଓଡ଼ିଶାରେ ନିଜ ନିଜର କେନ୍ଦ୍ର ସ୍ଥାପନ କରୁଛନ୍ତି। ଭୁବନେଶ୍ୱର ପାଲଟିଛି ପୂର୍ବ ଭାରତର ପ୍ରିମିୟମ ଆଇଟି ହବ୍ । ଡେଲଏଟ, ଆଇବିଏମ, ଇୱ।ଇ, ପିଡବ୍ଲୁସି, କନସେନଟ୍ରିକ୍ସ ଓ କଗନିଜାଣ୍ଟ ପରେ ଏବେ ଓଡ଼ିଶା ଆଇଟି ଲ୍ୟାଣ୍ଡସ୍କେପରେ ପ୍ରବେଶ କରିଛି ଆକସେଞ୍ଚର କମ୍ପାନୀ। ଆଜି ଭୁବନେଶ୍ୱରରେ ଆକସେଞ୍ଚର ଗ୍ଲୋବାଲ ଡେଭଲପମେଣ୍ଟ ସେଣ୍ଟରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ [...]

Admin•February 22, 2024
Share Article:

ଭୁବନେଶ୍ୱର – ଦେଶର ପ୍ରମୁଖ ଆଇଟି ହବ୍ ଭାବେ ମୁଣ୍ଡ ଟେକିଛି ଓଡ଼ିଶା। ପ୍ରମୁଖ ଆଇଟି କମ୍ପାନୀମାନେ ଓଡ଼ିଶାରେ ନିଜ ନିଜର କେନ୍ଦ୍ର ସ୍ଥାପନ କରୁଛନ୍ତି। ଭୁବନେଶ୍ୱର ପାଲଟିଛି ପୂର୍ବ ଭାରତର ପ୍ରିମିୟମ ଆଇଟି ହବ୍ । ଡେଲଏଟ, ଆଇବିଏମ, ଇୱ।ଇ, ପିଡବ୍ଲୁସି, କନସେନଟ୍ରିକ୍ସ ଓ କଗନିଜାଣ୍ଟ ପରେ ଏବେ ଓଡ଼ିଶା ଆଇଟି ଲ୍ୟାଣ୍ଡସ୍କେପରେ ପ୍ରବେଶ କରିଛି ଆକସେଞ୍ଚର କମ୍ପାନୀ। ଆଜି ଭୁବନେଶ୍ୱରରେ ଆକସେଞ୍ଚର ଗ୍ଲୋବାଲ ଡେଭଲପମେଣ୍ଟ ସେଣ୍ଟରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଅନୁକୂଳ ନୀତି ଓଡ଼ିଶାର ଟେକ୍ନୋଲୋଜି ଭିତ୍ତିକ ଅର୍ଥନୀତିକୁ ଦୃଢ଼ୀଭୂତ କରିବାରେ ଲାଗିଛି ।

#Odia#Odisha#News
Share Article:

Related Articles