News Room Odisha
BREAKING
Odia

ଶ୍ରୀରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ରାମକଥା ସୁରଧେନୁ ସମ ସେବତ ସବ ସୁଖ ଦାନି । ସତସମାଜ ସୁରଲୋକ ସବ କୋ ନ ସୁନୈ ଅସ ଜାନି ॥ ଭାବାର୍ଥ :- କାମଧେନୁ ଗାଇର ଯେପର ସେବା କଲେ ସମସ୍ତ ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ ସେହିପରି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର କଥା ଶ୍ରବଣ ମନନ ସମସ୍ତ ସୁଖ ପ୍ରଦାନ କରିବ ଆଉ ସେଥିପାଇଁ ସମସ୍ତ ସତ୍ ପୁରୁଷ ମାନେ ଆଉ ସମସ୍ତ ଦେବଗଣ ମଧ୍ୟ ଏସବୁ ବିଷୟ ବୁଝି [...]

Admin•March 5, 2024
Share Article:

॥ ବାଲ କାଣ୍ଡ ॥

ରାମକଥା ସୁରଧେନୁ ସମ ସେବତ ସବ ସୁଖ ଦାନି ।
ସତସମାଜ ସୁରଲୋକ ସବ କୋ ନ ସୁନୈ ଅସ ଜାନି ॥
ଭାବାର୍ଥ :- କାମଧେନୁ ଗାଇର ଯେପର ସେବା କଲେ ସମସ୍ତ ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ ସେହିପରି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର କଥା ଶ୍ରବଣ ମନନ ସମସ୍ତ ସୁଖ ପ୍ରଦାନ କରିବ ଆଉ ସେଥିପାଇଁ ସମସ୍ତ ସତ୍ ପୁରୁଷ ମାନେ ଆଉ ସମସ୍ତ ଦେବଗଣ ମଧ୍ୟ ଏସବୁ ବିଷୟ ବୁଝି ଶୁଣିବା ପାଇଁ ଆଗ୍ରହୀ ହୁଅନ୍ତି ।

#Odia#Odisha#News
Share Article:

Related Articles