News Room Odisha
BREAKING
Odia

ଘାଟୀରେ ଓଲଟିଲା ବସ୍ , ୧୫ରୁ ଅଧିକ ଆହତ

ଫୁଲବାଣୀ – ଘାଟୀରେ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍ । ଫୁଲବାଣୀ ଜିଲ୍ଲା ରାଣୀପଥର ଘାଟୀରେ ଆଜି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍ ଫୁଲବାଣୀରୁ ଅନୁଗୁଳ ଯାଉଥିବା ବେଳେ ଡିଭାଇଡର ଭାଙ୍ଗି ଓଲଟି ପଡ଼ିଥିବା ଜଣାପଡିଛି। ବସରେ ୪୦ ଜଣଙ୍କ ଯାତ୍ରୀ ଥିଲେ । ବୌଦ୍ଧ-ଫୁଲବାଣୀ ସୀମାନ୍ତ ରାଣୀପଥର ଘାଟିରେ ଦୁର୍ଘଟଣା ଘଟିଛି।

Admin•March 6, 2024
Share Article:

#Odia#Odisha#News
Share Article:

Related Articles