News Room Odisha
BREAKING
Odia

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ରାମ ନାମ ଗୁନ ଚରିତ ସୁହାଏ । ଜନମ କରମ ଅଗନିତ ଶୃତି ଗାଏ ॥ ଜଥା ଅନଂତ ରାମ ଭଗବାନା । ତଥା କଥା କିରତି ଗନ ନାନା ॥ ଭାବାର୍ଥ :- ବେଦରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସୁନ୍ଦର ନାମ, ଗୁଣ, ଚରିତ୍ର ଆଉ କର୍ମ ବିଷୟରେ ବିଷଦ ଭାବରେ ଅସଂଖ୍ୟ କଥା କୁହାଯାଇଛି । ଯେପରି ଭଗବାନ ଶ୍ରୀରାମଚନ୍ଦ୍ର ଅନନ୍ତ ଅଟନ୍ତି, ସେହିପରି ତାଙ୍କ କଥା, କୀର୍ତ୍ତି ଆଉ [...]

Admin•March 7, 2024
Share Article:

॥ ବାଲ କାଣ୍ଡ ॥

ରାମ ନାମ ଗୁନ ଚରିତ ସୁହାଏ ।
ଜନମ କରମ ଅଗନିତ ଶୃତି ଗାଏ ॥
ଜଥା ଅନଂତ ରାମ ଭଗବାନା ।
ତଥା କଥା କିରତି ଗନ ନାନା ॥

ଭାବାର୍ଥ :- ବେଦରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସୁନ୍ଦର ନାମ, ଗୁଣ, ଚରିତ୍ର ଆଉ କର୍ମ ବିଷୟରେ ବିଷଦ ଭାବରେ ଅସଂଖ୍ୟ କଥା କୁହାଯାଇଛି । ଯେପରି ଭଗବାନ ଶ୍ରୀରାମଚନ୍ଦ୍ର ଅନନ୍ତ ଅଟନ୍ତି, ସେହିପରି ତାଙ୍କ କଥା, କୀର୍ତ୍ତି ଆଉ ଗୁଣ ମଧ୍ୟ ଅନନ୍ତ ।

#Odia#Odisha#News
Share Article:

Related Articles