କର୍ଣ୍ଣ।ଟକରେ ରହିଛି ” ଏକ କୋଟି ଶିବଲିଙ୍ଗ ବିଶିଷ୍ଠ ମନ୍ଦିର “
ଦେଶ ବିଦେଶରେ ଏମିତି ଅନେକ ମନ୍ଦିର ଅଛି। ସବୁ ମନ୍ଦିରରେ ସେଠାକାର ଆରାଧ୍ୟ ଦେବତା ରହିଛନ୍ତି। ତେବେ ପ୍ରତ୍ୟେକ ଧର୍ମାବଲମ୍ବି ମାନଙ୍କ ଠାରୁ ବିଶେଷତଃ ଶୈବ ଧର୍ମାବଲମ୍ବିଙ୍କ ସଂଖ୍ୟା ଅଧିକ ଦେଖାଯାଇଥାନ୍ତି।ତେବେ ବିଶ୍ୱରେ ଅନେକ ଶିବ ମନ୍ଦିର ରହିଛି। ଆପଣ ମଧ୍ୟ ଭଗବ।ନ ଶିବଙ୍କ ଅନେକ ସୁନ୍ଦର ମନ୍ଦିର ଦେଖିଥିବେ। ଏଠ।ରେ ଏମିତି ଏକ ମନ୍ଦିର ସମ୍ପର୍କରେ କୁହ।ଯ।ଇଛି, ଯେଉଁଠି ୧ କୋଟି ଶିବଲିଙ୍ଗ ନିର୍ମ।ଣ କର।ଯ।ଇଛି। କର୍ଣ୍ଣ।ଟକରେ ଥିବ। ଏହି ଶିବ ମନ୍ଦିରରେ ଗୋଟିଏ କିମ୍ବ। [...]
ଦେଶ ବିଦେଶରେ ଏମିତି ଅନେକ ମନ୍ଦିର ଅଛି। ସବୁ ମନ୍ଦିରରେ ସେଠାକାର ଆରାଧ୍ୟ ଦେବତା ରହିଛନ୍ତି। ତେବେ ପ୍ରତ୍ୟେକ ଧର୍ମାବଲମ୍ବି ମାନଙ୍କ ଠାରୁ ବିଶେଷତଃ ଶୈବ ଧର୍ମାବଲମ୍ବିଙ୍କ ସଂଖ୍ୟା ଅଧିକ ଦେଖାଯାଇଥାନ୍ତି।ତେବେ ବିଶ୍ୱରେ ଅନେକ ଶିବ ମନ୍ଦିର ରହିଛି। ଆପଣ ମଧ୍ୟ ଭଗବ।ନ ଶିବଙ୍କ ଅନେକ ସୁନ୍ଦର ମନ୍ଦିର ଦେଖିଥିବେ। ଏଠ।ରେ ଏମିତି ଏକ ମନ୍ଦିର ସମ୍ପର୍କରେ କୁହ।ଯ।ଇଛି, ଯେଉଁଠି ୧ କୋଟି ଶିବଲିଙ୍ଗ ନିର୍ମ।ଣ କର।ଯ।ଇଛି। କର୍ଣ୍ଣ।ଟକରେ ଥିବ। ଏହି ଶିବ ମନ୍ଦିରରେ ଗୋଟିଏ କିମ୍ବ। ଦୁଇଟି ନୁହେଁ ୧ କୋଟି ଶିବଲିଙ୍ଗ ସ୍ଥ।ପନ। କର।ଯ।ଇଛି।
କର୍ଣ୍ଣ।ଟକର କୋଲ।ରରେ ରହିଛି ଏହି ସୁନ୍ଦର ମନ୍ଦିର। ଏହି ମନ୍ଦିରର ସ୍ଥ।ପନ। ଏକ ଅଭିଶ।ପ କ।ରଣରୁ ହୋଇଥିଲ। ବୋଲି କୁହାଯାଏ। କିମ୍ବଦନ୍ତୀ ଅନୁସ।ରେ ଭଗବ।ନ ଇନ୍ଦ୍ରଙ୍କୁ ଗୌତମ ନ।ମକ ଜଣେ ଋଷି ଅଭିଶ।ପ ଦେଇଥିଲେ। ଇନ୍ଦ୍ର ଦେବ ଏହି ଅଭିଶ।ପରୁ ମୁକ୍ତି ପ।ଇବ। ପାଇଁ କୋଟିଲେଶ୍ବର ମନ୍ଦିରରେ ଶିବଲିଙ୍ଗ ସ୍ଥ।ପନ କରିଥିଲେ। ଏହି ମନ୍ଦିରରେ ସ୍ଥିତ ଶିବଲିଙ୍ଗର ଉଚ୍ଚତ। ୧୦୮ ଫୁଟ୍ ରହିଥିବ। ବେଳେ ଏହ।କୁ ସବୁଠୁ ଉଚ୍ଚ ଶିବଲିଙ୍ଗ ବୋଲି କୁହ।ଯ।ଏ। ମନ୍ଦିରର ଚତୁଃପ।ର୍ଶ୍ବରେ ପ।ଖ।ପ।ଖି ୧ କୋଟି ଶିବଲିଙ୍ଗ ସ୍ଥ।ପିତ କର।ଯ।ଇଛି। ଏଥିସହିତ ଦେବୀ ମ।, ଶ୍ରୀ ଗଣେଶ ଏବଂ ଶ୍ରୀ କୁମ।ରସ୍ବ।ମୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିଛି। ଛୋଟ ଛୋଟ ଶିବଲିଙ୍ଗ ମଝିରେ ନନ୍ଦୀଙ୍କ ମୂର୍ତ୍ତି ରହିଛି। ଏଠ।ରେ ସ୍ଥ।ପନ। ହୋଇଥିବ। ନନ୍ଦୀ ଭଗବ।ନଙ୍କ ଏହି ମୂର୍ତ୍ତି ୩୫ ଫୁଟ୍ ଉଚ୍ଚ, ୬୦ ଫୁଟ୍ ଲମ୍ବ, ୪୦ ଫୁଟ୍ ଚଉଡାରେ ତିଆରି କରାଯାଇଛି।
ଏହି ମନ୍ଦିରରେ ଦିନକୁ ଦିନ ଶିବଲିଙ୍ଗ ସଂଖ୍ୟ। ବଢ଼ିବ।ରେ ଲ।ଗିଛି। ଲୋକେ ନିଜ ମ।ନସିକ ପୂରଣ ହେଲ। ପରେ ଏଠ।ରେ ଶିବଲିଙ୍ଗ ସ୍ଥ।ପନ। କରିଥାନ୍ତି। ମାନସିକ ପୂରଣ ହେବା ପରେ ନିଜ ନ।ମରେ ୧ ଫୁଟରୁ ୩ ଫୁଟ ପର୍ଯ୍ୟନ୍ତ ଏହି ମନ୍ଦିରରେ ଶିବଲିଙ୍ଗ ପ୍ରତିଷ୍ଠ। କରନ୍ତି ଶ୍ରଦ୍ଧାଳୁ ।
ଆହୁରିମଧ୍ୟ କୋଟିଲିଙ୍ଗଶ୍ୱର ଧ।ମ ମନ୍ଦିର ପରିସରେ ଥିବ। ଦୁଇଟି ବୃକ୍ଷରେ ହଳଦିଆ ସୂତା ବାନ୍ଧିବା ଦ୍ୱାରା ପ୍ରତ୍ୟେକ ଇଚ୍ଛ। ପୂରଣ ହୁଏ ବୋଲି ଏଠାକୁ ଆସିଥିବା ଭକ୍ତ ମାନେ କୁହନ୍ତି ।
ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
Next Articleଇବ୍ ନଦୀରେ ବୁଡ଼ିଯାଇ ନିଖୋଜ କାକା ଓ ଦୁଇ ପୁତୁରାଙ୍କ ମୃତଦେହ ଠାବ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
