News Room Odisha
BREAKING
Odia

ଫତେଗଡ ନବନିର୍ମିତ ରାମ ମନ୍ଦିରରୁ ଚୋରି

ନୟାଗଡ଼ – ନବନିର୍ମିତ ମନ୍ଦିରରୁ ଚୋରି । ନୟାଗଡ଼ ଜିଲ୍ଲା ଫତେଗଡର ଗିରିଗୋବର୍ଦ୍ଧନ ପାହାଡ ଉପରେ ନବନିର୍ମିତ ଶ୍ରୀରାମ ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ବିଳମ୍ୱିତ ରାତିରେ ଚୋରି କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଆଜି ସକାଳେ ମନ୍ଦିର ପୂଜକ ମୁଖ୍ୟ ଫାଟକର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ।ମନ୍ଦିର ଭିତର ହୁଣ୍ଡି ଭଙ୍ଗା ଯାଇଥିବା ମଧ୍ୟ ସେ ଦେଖିବାକୁ ପାଇଥିଲେ । ଚୋରି ନେଇ ପୂଜକ ମନ୍ଦିର କମିଟିକୁ ଜଣାଇବା ପରେ କମିଟି ପକ୍ଷରୁ ଫତେଗଡ [...]

Admin•March 20, 2024
Share Article:

ନୟାଗଡ଼ – ନବନିର୍ମିତ ମନ୍ଦିରରୁ ଚୋରି । ନୟାଗଡ଼ ଜିଲ୍ଲା ଫତେଗଡର ଗିରିଗୋବର୍ଦ୍ଧନ ପାହାଡ ଉପରେ ନବନିର୍ମିତ ଶ୍ରୀରାମ ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ବିଳମ୍ୱିତ ରାତିରେ ଚୋରି କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଆଜି ସକାଳେ ମନ୍ଦିର ପୂଜକ ମୁଖ୍ୟ ଫାଟକର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ।ମନ୍ଦିର ଭିତର ହୁଣ୍ଡି ଭଙ୍ଗା ଯାଇଥିବା ମଧ୍ୟ ସେ ଦେଖିବାକୁ ପାଇଥିଲେ ।

ଚୋରି ନେଇ ପୂଜକ ମନ୍ଦିର କମିଟିକୁ ଜଣାଇବା ପରେ କମିଟି ପକ୍ଷରୁ ଫତେଗଡ ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

#Odia#Odisha#News
Share Article:

Related Articles