News Room Odisha
BREAKING
Odia

ବଢିଲା ତାତି : ଦିନ ୨ଟା ୩୦ ସୁଦ୍ଧା ଚାନ୍ଦବାଲି ରାଜ୍ୟର ଉତ୍ତପ୍ତ ସହର, ୫ଟି ସହରରେ ତାପମାତ୍ରା ୩୭ ଡିଗ୍ରୀ ଉପରେ

ଭୁବନେଶ୍ୱର – ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ବୃଦ୍ଧି ଘଟିଛି । ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ସେଲସିୟସ ତାପମାତ୍ରା ବୃଦ୍ଧି ପାଇଛି। ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ଚାନ୍ଦବାଲି ଥିଲା ରାଜ୍ୟର ଉତ୍ତପ୍ତ ସହର । ଏଠାରେ ତାପମାତ୍ରା ସର୍ବାଧିକ ୩୮ .୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ହୀରାକୁଦରେ ତାପମାତ୍ରା ଥିଲା ୩୮ ଡିଗ୍ରୀ ସେଲସିୟସ। ସମ୍ବଲପୁରରେ ୩୭.୯, ଝାରସୁଗୁଡାରେ ୩୭.୪, ଭୁବନେଶ୍ୱରରେ ୩୭.୩, [...]

Admin•March 28, 2024
Share Article:

ଭୁବନେଶ୍ୱର – ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ବୃଦ୍ଧି ଘଟିଛି । ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ସେଲସିୟସ ତାପମାତ୍ରା ବୃଦ୍ଧି ପାଇଛି। ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ଚାନ୍ଦବାଲି ଥିଲା ରାଜ୍ୟର ଉତ୍ତପ୍ତ ସହର । ଏଠାରେ ତାପମାତ୍ରା ସର୍ବାଧିକ ୩୮ .୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ହୀରାକୁଦରେ ତାପମାତ୍ରା ଥିଲା ୩୮ ଡିଗ୍ରୀ ସେଲସିୟସ। ସମ୍ବଲପୁରରେ ୩୭.୯, ଝାରସୁଗୁଡାରେ ୩୭.୪, ଭୁବନେଶ୍ୱରରେ ୩୭.୩, ରାଉରକେଲାରେ ୩୬.୭, କେନ୍ଦୁଝରରେ ୩୬.୨, ବାଲେଶ୍ୱରରେ ୩୫.୧, ପୁରୀରେ ୩୩.୧, ପାରାଦୀପରେ ୩୩.୧ ଓ ଗୋପାଳପୁରରେ ୩୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

#Odia#Odisha#News
Share Article:

Related Articles