News Room Odisha
BREAKING
Odia

ସଞ୍ଜୟ କୌଶଲ ନୂଆ କେନ୍ଦ୍ରାଞ୍ଚଳ ଆଇଜି, ପୋଲିସ ମୁଖ୍ୟାଳୟକୁ ଗଲେ ଆଶିଷ ସିଂହ

ଭୁବନେଶ୍ୱର – ନିର୍ବାଚନ କମିଶନଙ୍କ ଆଦେଶ ପରେ ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଛି। ସଞ୍ଜୟ କୌଶଲଙ୍କୁ ନୂଆ କେନ୍ଦ୍ରାଞ୍ଚଳ ଆଇଜି ଭାବେ ନିଯୁକ୍ତ କରାଯାଇଛି। ଆଶିଷ ସିଂହଙ୍କ ଜାଗାରେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ଆଶିଷ ସିଂହଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ପୂର୍ବରୁ ନିର୍ବାଚନ କମିଶନଙ୍କ ଆଦେଶରେ ଉମାଶଙ୍କର ଦାସଙ୍କୁ ଅନୁଗୁଳ ଏସ୍‌ପି, ଆର୍‌. ପ୍ରକାଶଙ୍କୁ କଟକର ନୂଆ ଡିସିପି ଓ ବ୍ରିଜେଶ କୁମାର ରାୟ ହେଲେ ରାଉରକେଲା ଏସ୍‌ପି ଭାବେ ନିଯୁକ୍ତ କରାଯାଇଥିଲା [...]

Admin•April 5, 2024
Share Article:

ଭୁବନେଶ୍ୱର – ନିର୍ବାଚନ କମିଶନଙ୍କ ଆଦେଶ ପରେ ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଛି। ସଞ୍ଜୟ କୌଶଲଙ୍କୁ ନୂଆ କେନ୍ଦ୍ରାଞ୍ଚଳ ଆଇଜି ଭାବେ ନିଯୁକ୍ତ କରାଯାଇଛି। ଆଶିଷ ସିଂହଙ୍କ ଜାଗାରେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ଆଶିଷ ସିଂହଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ପୂର୍ବରୁ ନିର୍ବାଚନ କମିଶନଙ୍କ ଆଦେଶରେ ଉମାଶଙ୍କର ଦାସଙ୍କୁ ଅନୁଗୁଳ ଏସ୍‌ପି, ଆର୍‌. ପ୍ରକାଶଙ୍କୁ କଟକର ନୂଆ ଡିସିପି ଓ ବ୍ରିଜେଶ କୁମାର ରାୟ ହେଲେ ରାଉରକେଲା ଏସ୍‌ପି ଭାବେ ନିଯୁକ୍ତ କରାଯାଇଥିଲା ।

#Odia#Odisha#News
Share Article:

Related Articles