News Room Odisha
BREAKING
Odia

ଓଡ଼ିଶା କଂଗ୍ରେସର ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି ଗଠିତ

ଭୁବନେଶ୍ୱର – ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିର୍ବାଚନ ପରିଚାଳନା କମିଟି ଗଠନ କରିଛି। ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟିକୁ ଏଆଇସିସି ପକ୍ଷରୁ ଅନୁମୋଦନ କରାଯାଇଛି। ପ୍ରସାଦ ହରିଚନ୍ଦନ କମିଟିର ଅଧ୍ୟକ୍ଷ ରହିଛନ୍ତି। ଏଥିରେ ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଭକ୍ତ ଚରଣ ଦାସ, ଶ୍ରୀକାନ୍ତ ଜେନା, ସୁଶୀଳା ତିରିଆ, ଶରତ ରାଉତ ପ୍ରମୁଖ ସଦସ୍ୟ ରହିଥିବା ବେଳେ ମନୋରଞ୍ଜନ ଦାସ ଆବାହକ [...]

Admin•April 17, 2024
Share Article:
ଓଡ଼ିଶା କଂଗ୍ରେସର ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟି ଗଠିତ

ଭୁବନେଶ୍ୱର – ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିର୍ବାଚନ ପରିଚାଳନା କମିଟି ଗଠନ କରିଛି। ୨୬ ଜଣିଆ ନିର୍ବାଚନ ପରିଚାଳନା କମିଟିକୁ ଏଆଇସିସି ପକ୍ଷରୁ ଅନୁମୋଦନ କରାଯାଇଛି। ପ୍ରସାଦ ହରିଚନ୍ଦନ କମିଟିର ଅଧ୍ୟକ୍ଷ ରହିଛନ୍ତି। ଏଥିରେ ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଭକ୍ତ ଚରଣ ଦାସ, ଶ୍ରୀକାନ୍ତ ଜେନା, ସୁଶୀଳା ତିରିଆ, ଶରତ ରାଉତ ପ୍ରମୁଖ ସଦସ୍ୟ ରହିଥିବା ବେଳେ ମନୋରଞ୍ଜନ ଦାସ ଆବାହକ ଅଛନ୍ତି। ବାଙ୍କନିଧି ବେହେରା ଓ ବିକାଶ ଗରାବଡୁ କମିଟିର ଯୁଗ୍ମ ଆବାହକ ଅଛନ୍ତି।

#Odia#Odisha#News
Share Article:

Related Articles