News Room Odisha
BREAKING
Odia

ଡି. ଗୁକେଶଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ଫିଡେ କାଣ୍ଡିଡେଟ୍ସ ଚେସ୍ ଟୁର୍ଣ୍ଣାମେଣ୍ଟ ଜିଣି ଇତିହାସ ରହିଥିବା ଭାରତୀୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁକେଶ ଏହି ଟୁର୍ଣ୍ଣାମେଣ୍ଟ ଜିଣି ବିଶ୍ୱ ଚେସ ଟାଇଟଲ ପାଇଁ ସର୍ବକନିଷ୍ଠ ଚ୍ୟାଲେଞ୍ଜର ହୋଇଛନ୍ତି। ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁକେଶଙ୍କ କ୍ୟାରିୟର ଉଜ୍ଜ୍ୱଳମୟ ହେଉ ଓ ସେ ଦେଶ ପାଇଁ ଆହୁରି ଗୈାରବ ଆଣନ୍ତୁ ।

Admin•April 22, 2024
Share Article:

#Odia#Odisha#News
Share Article:

Related Articles