News Room Odisha
BREAKING
Odia

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ହାଇସ୍କୁଲ ପ୍ରଧାନଶିକ୍ଷକ

ଭୁବନେଶ୍ୱର – ବରଗଡ଼ ଜିଲ୍ଲା କୁଷାଣପୁରୀ ହାଇସ୍କୁଲର ପ୍ରଧାନଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସ୍କୁଲର ସଫେଇ ଓ ରାତ୍ରି ପ୍ରହରା ପାଇଁ ପାରିଶ୍ରମିକ ବାବଦ ଫାଇଲ କାମ କରିଦେବାକୁ ପ୍ରଧାନଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ସ୍ଥାନୀୟ ଏସ ଏଚଜି କର୍ମକର୍ତ୍ତାଙ୍କଠାରୁ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲେ । ତାଙ୍କଠାରୁ ଲାଞ୍ଚ ଅର୍ଥ ଜବତ କରାଯାଇଛି। [...]

Admin•April 22, 2024
Share Article:

ଭୁବନେଶ୍ୱର – ବରଗଡ଼ ଜିଲ୍ଲା କୁଷାଣପୁରୀ ହାଇସ୍କୁଲର ପ୍ରଧାନଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସ୍କୁଲର ସଫେଇ ଓ ରାତ୍ରି ପ୍ରହରା ପାଇଁ ପାରିଶ୍ରମିକ ବାବଦ ଫାଇଲ କାମ କରିଦେବାକୁ ପ୍ରଧାନଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ସ୍ଥାନୀୟ ଏସ ଏଚଜି କର୍ମକର୍ତ୍ତାଙ୍କଠାରୁ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲେ । ତାଙ୍କଠାରୁ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଏହାପରେ ପ୍ରଧାନ ଶିକ୍ଷକଙ୍କ ଦୁଇଟି ଠିକଣାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଚଢ଼ାଉ ହୋଇଛି।

#Odia#Odisha#News
Share Article:

Related Articles