News Room Odisha
BREAKING
Odia

ପ୍ରକାଶ ପଇଲା ଏନଟିଏ ଜେଇଇ ସେସନ୍ -୨ ମେନ୍ ରେଜଲ୍ଟ , ଅନ୍ୱେଷ ଶୁଭମ ପ୍ରଧାନ ଓଡ଼ିଶା ଟପ୍ପର

ଭୁବନେଶ୍ୱର – ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ – ଏନଟିଏ ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ( ଜେଇଇ) ମେନ୍ ସେସନ୍ -୨ର ମେନ୍ ରେଜଲ୍ଟ ପ୍ରକାଶ ପାଇଛି। jeemain.nta.ac.in ୱେବସାଇଟରେ ପରୀକ୍ଷାଫଳ ଉପଲବ୍ଧ ହେଉଛି । ଟପ୍ପର ତାଲିକାରେ ୫୬ ଜଣ ପରୀକ୍ଷାର୍ଥୀ ଅଛନ୍ତି । ଏମାନେ ପରୀକ୍ଷାରେ ୧୦୦ ଏନଟିଏ ସ୍କୋର୍ କରିଛନ୍ତି । ଅନ୍ବେଷ ଶୁଭମ ପ୍ରଧାନ ଓଡ଼ିଶା ଟପ୍ପର ହୋଇଛନ୍ତି। ଏପ୍ରିଲ ୪, ୫, ୬, ୮, ୯ ଓ ୧୨ ତାରିଖରେ [...]

Admin•April 25, 2024
Share Article:

ଭୁବନେଶ୍ୱର – ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ – ଏନଟିଏ ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ( ଜେଇଇ) ମେନ୍ ସେସନ୍ -୨ର ମେନ୍ ରେଜଲ୍ଟ ପ୍ରକାଶ ପାଇଛି। jeemain.nta.ac.in ୱେବସାଇଟରେ ପରୀକ୍ଷାଫଳ ଉପଲବ୍ଧ ହେଉଛି । ଟପ୍ପର ତାଲିକାରେ ୫୬ ଜଣ ପରୀକ୍ଷାର୍ଥୀ ଅଛନ୍ତି । ଏମାନେ ପରୀକ୍ଷାରେ ୧୦୦ ଏନଟିଏ ସ୍କୋର୍ କରିଛନ୍ତି । ଅନ୍ବେଷ ଶୁଭମ ପ୍ରଧାନ ଓଡ଼ିଶା ଟପ୍ପର ହୋଇଛନ୍ତି।

ଏପ୍ରିଲ ୪, ୫, ୬, ୮, ୯ ଓ ୧୨ ତାରିଖରେ ଜେଇଇ ସେସନ୍ ୨ ଭାରତର ୩୧୯ଟି ସହରରେ ଅନୁଷ୍ଠିତ ହୋଇଥିଲା ।

#Odia#Odisha#News
Share Article:

Related Articles