News Room Odisha
BREAKING
Odia

ଗ୍ରୀଷ୍ମ ପ୍ରବାହ: ସାଢେ ୧୧ଟା ସୁଦ୍ଧା ବାଲେଶ୍ଵର ଉତ୍ତପ୍ତ ସହର

ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ତାତିରୁ ମିଳୁନାହିଁ ନିସ୍ତାର। ପ୍ରଚଣ୍ଡ ତାତି ଯୋଗୁଁ ଅସମ୍ଭାଳ ସ୍ଥିତି। ଆଜି ଦିନ ୧୧ଟା ୩୦ ସୁଦ୍ଧା ୬ଟି ସହରର ତାପମାତ୍ରା ୩୯ ଡିଗ୍ରୀ କିମ୍ବା ଅଧିକ ରହିଛି। ୪୧ ଦଶମିକ ୪ ଡିଗ୍ରୀ ସେଲସିୟସ ସହ ବାଲେଶ୍ଵର ସବୁଠୁ ଉତ୍ତପ୍ତ ସହର ହୋଇଛି। କେନ୍ଦୁଝରରେ ୪୧, ଭୁବନେଶ୍ୱରରେ ୪୦.୪, ଝାରସୁଗୁଡାରେ ୩୯.୮, ହୀରାକୁଦରେ ୩୯,ରାଉରକେଲାରେ ୩୯, ସମ୍ବଲପୁରରେ ୩୮.୬, ଚାନ୍ଦବାଲିରେ ୩୮.୨, ପୁରୀରେ ୩୩.୮, [...]

Admin•April 29, 2024
Share Article:

ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ତାତିରୁ ମିଳୁନାହିଁ ନିସ୍ତାର। ପ୍ରଚଣ୍ଡ ତାତି ଯୋଗୁଁ ଅସମ୍ଭାଳ ସ୍ଥିତି। ଆଜି ଦିନ ୧୧ଟା ୩୦ ସୁଦ୍ଧା ୬ଟି ସହରର ତାପମାତ୍ରା ୩୯ ଡିଗ୍ରୀ କିମ୍ବା ଅଧିକ ରହିଛି। ୪୧ ଦଶମିକ ୪ ଡିଗ୍ରୀ ସେଲସିୟସ ସହ ବାଲେଶ୍ଵର ସବୁଠୁ ଉତ୍ତପ୍ତ ସହର ହୋଇଛି।

କେନ୍ଦୁଝରରେ ୪୧, ଭୁବନେଶ୍ୱରରେ ୪୦.୪, ଝାରସୁଗୁଡାରେ ୩୯.୮, ହୀରାକୁଦରେ ୩୯,ରାଉରକେଲାରେ ୩୯, ସମ୍ବଲପୁରରେ ୩୮.୬, ଚାନ୍ଦବାଲିରେ ୩୮.୨, ପୁରୀରେ ୩୩.୮, ଗୋପାଳପୁରରେ ୩୩.୨, ପାରାଦୀପରେ ୩୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା।

#Odia#Odisha#News
Share Article:

Related Articles