News Room Odisha
BREAKING
Odia

ଆଜି ତାପମାତ୍ରା ସାମାନ୍ୟ ହ୍ରାସ: ସାଢେ ୨ଟା ସୁଦ୍ଧା ସମ୍ବଲପୁର ଉତ୍ତପ୍ତ ସହର

ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅବଶ୍ୟ ଆଜି ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ସାମାନ୍ୟ ହ୍ରାସ ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ସାଢେ ୨ଟା ସୁଦ୍ଧା ସମ୍ବଲପୁର ୪୩ ଦଶମିକ ୪ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଅନ୍ୟ ସହର ମଧ୍ୟରେ ହୀରାକୁଦରେ ୪୩, ଝାରସୁଗୁଡାରେ ୪୨.୯, ଚାନ୍ଦବାଲିରେ ୪୨.୮,ରାଉରକେଲାରେ ୪୨.୩, କେନ୍ଦୁଝରରେ ୪୧ .୩, ଭୁବନେଶ୍ୱରରେ ୪୧.୩,ବାଲେଶ୍ୱରରେ ୩୯.୭,ପାରାଦ୍ୱୀପରେ [...]

Admin•May 1, 2024
Share Article:

ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅବଶ୍ୟ ଆଜି ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ସାମାନ୍ୟ ହ୍ରାସ ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ସାଢେ ୨ଟା ସୁଦ୍ଧା ସମ୍ବଲପୁର ୪୩ ଦଶମିକ ୪ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଅନ୍ୟ ସହର ମଧ୍ୟରେ ହୀରାକୁଦରେ ୪୩, ଝାରସୁଗୁଡାରେ ୪୨.୯, ଚାନ୍ଦବାଲିରେ ୪୨.୮,ରାଉରକେଲାରେ ୪୨.୩, କେନ୍ଦୁଝରରେ ୪୧ .୩, ଭୁବନେଶ୍ୱରରେ ୪୧.୩,ବାଲେଶ୍ୱରରେ ୩୯.୭,ପାରାଦ୍ୱୀପରେ ୩୪.୭,ପୁରୀରେ ୩୪.୨, ଗୋପାଳପୁରରେ ୩୨.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

#Odia#Odisha#News
Share Article:

Related Articles