ରାଜ୍ୟର ବିଭିନ୍ନ ଅଂଚଳରେ ଅତି ପ୍ରବଳ ବର୍ଷା, ମାର୍ଶାଘାଇରେ ସର୍ବାଧିକ ୨୩୪ ମି.ମି ବର୍ଷା | News Room Odisha

ରାଜ୍ୟର ବିଭିନ୍ନ ଅଂଚଳରେ ଅତି ପ୍ରବଳ ବର୍ଷା, ମାର୍ଶାଘାଇରେ ସର୍ବାଧିକ ୨୩୪ ମି.ମି ବର୍ଷା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟାରେ ବିଭିନ୍ନ ଅଂଚଳରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ମାର୍ଶାଘାଇରେ ସର୍ବାଧିକ ବର୍ଷା ପରିମାଣ ରେକର୍ଡ କରାଯାଇଛି ।

ଗତ ୨୪ ଘଂଟାରେ ଏଠାରେ ୨୩୪ ମି.ମି ବର୍ଷା ହୋଇଛି । ଚଂପୁଆରେ୨୧୦ , ବୌଦ୍ଧରେ ୨୦୮.୨ ବାରିପଦାରେ ୨୦୬ ମି.ମି ବର୍ଷା ରେକର୍ଡ ହୋଇଥିବା ଆଂଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

Heavy RainfallOdisha