न्यूज़रूम ओडिशा
ब्रेकिंग
ओडिया समाचार

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ସଖି ଜସ ରାମ ଲଖନ କର ଜୋଟା । ତୈସେଇ ଭୂପ ସଂଗ ହୁଇ ଢୋଟା ॥ ସ୍ୟାମ ଗୌର ସବ ଅଂଗ ସୁହାଏ । ତେ ସବ କହହିଂ ଦେଖି ଜେ ଆଏ ॥ ଭାବାର୍ଥ :- ହେ ସଖୀ ! ଯେପରି ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଜୁଗଳ ମୁର୍ତ୍ତି ଦେଖୁଦେଖୁ ସେହିପରି ଆଉ ଦୁଇ ଜୁଗଳ ମୁର୍ତ୍ତି, ତାଙ୍କ ଭିତରେ ମଧ୍ୟ ଜଣେ ଗୌର ବର୍ଣ୍ଣ ଓ ଆଉ [...]

Admin•13 जनवरी 2024
Share Article:

॥ ବାଲ କାଣ୍ଡ ॥

ସଖି ଜସ ରାମ ଲଖନ କର ଜୋଟା ।
ତୈସେଇ ଭୂପ ସଂଗ ହୁଇ ଢୋଟା ॥
ସ୍ୟାମ ଗୌର ସବ ଅଂଗ ସୁହାଏ ।
ତେ ସବ କହହିଂ ଦେଖି ଜେ ଆଏ ॥

ଭାବାର୍ଥ :- ହେ ସଖୀ ! ଯେପରି ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଜୁଗଳ ମୁର୍ତ୍ତି ଦେଖୁଦେଖୁ ସେହିପରି ଆଉ ଦୁଇ ଜୁଗଳ ମୁର୍ତ୍ତି, ତାଙ୍କ ଭିତରେ ମଧ୍ୟ ଜଣେ ଗୌର ବର୍ଣ୍ଣ ଓ ଆଉ ଜଣେ ଶ୍ୟାମ ବର୍ଣ୍ଣର କୁମାର, ମହାରାଜା ଦଶରଥଙ୍କ ସହିତ ଆସିଛନ୍ତି, ସେମାନଙ୍କର ସର୍ବାଙ୍ଗ ମଧ୍ୟ ବହୁତ ସୁନ୍ଦର । ଯେଉଁମାନେ ସେମାନଙ୍କୁ ଦେଖି ଆସିଛନ୍ତି, ସେମାନେ ସବୁ ଏହିପରି ବର୍ଣ୍ଣନା କରି କହୁଛନ୍ତି ।

#Odia#Odisha#News
Share Article:

Related Articles