न्यूज़रूम ओडिशा
ब्रेकिंग
ओडिया समाचार

ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡିବ ଏସି ଡିଲକ୍ସ ଜଗନ୍ନାଥ ଏକ୍ସପ୍ରେସ ବସ୍

ଭୁବନେଶ୍ବର – ପ୍ରତି ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଚାଲିବ ଏସି ଡିଲକ୍ସ ବସ୍ । ଲକ୍ଷ୍ମୀ ଯୋଜନା ତୃତୀୟ ସୋପାନରେ ସ୍ୱତନ୍ତ୍ର ‘ଜଗନ୍ନାଥ ଏକ୍ସପ୍ରେସ୍‌’ ଏସି ଡିଲକ୍ସ ବସ୍ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଯାତ୍ରା କରିବ । ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାରେ ଆରମ୍ଭ ହେବ ଏହି ବସ୍ ସେବା । ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବସ୍ ସେବାର ଉଦଘାଟନ କରିବେ। ସବୁ ବସ୍ ଭୁବନେଶ୍ୱର ଦେଇ ପୁରୀ ଯିବ । [...]

Admin•16 जनवरी 2024
Share Article:
ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡିବ ଏସି ଡିଲକ୍ସ ଜଗନ୍ନାଥ ଏକ୍ସପ୍ରେସ ବସ୍

ଭୁବନେଶ୍ବର – ପ୍ରତି ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଚାଲିବ ଏସି ଡିଲକ୍ସ ବସ୍ । ଲକ୍ଷ୍ମୀ ଯୋଜନା ତୃତୀୟ ସୋପାନରେ ସ୍ୱତନ୍ତ୍ର ‘ଜଗନ୍ନାଥ ଏକ୍ସପ୍ରେସ୍‌’ ଏସି ଡିଲକ୍ସ ବସ୍ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଯାତ୍ରା କରିବ । ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାରେ ଆରମ୍ଭ ହେବ ଏହି ବସ୍ ସେବା । ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବସ୍ ସେବାର ଉଦଘାଟନ କରିବେ। ସବୁ ବସ୍ ଭୁବନେଶ୍ୱର ଦେଇ ପୁରୀ ଯିବ । ଜିଲ୍ଲା ମୁଖ୍ୟାଳୟରୁ ଆସି ଜଗନ୍ନାଥ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ ।

#Odia#Odisha#News
Share Article:

Related Articles