न्यूज़रूम ओडिशा
ब्रेकिंग
ओडिया समाचार

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଅନୁଭୂତି ନେବା ପାଇଁ ମେଟାଭର୍ସ ଡିଜିଟାଲ ପ୍ଲାଟଫର୍ମ ସହ ଯୋଡି ହୁଅନ୍ତୁ

ଭୁବନେଶ୍ୱର – ଆଜିଠାରୁ ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହୋଇଛି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ। ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତିନି ଦିନ ଧରି ଚାଲିବ ଓଡ଼ିଆ ଅସ୍ମିତାର ପରିଚୟ ବହନ କରୁଥିବା ଏହି ଐତିହାସିକ ସମ୍ମିଳନୀ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଆଧାରିତ ଏହି ମହାପର୍ବର ବିଶେଷ ଅନୁଭୂତି ହାସଲ କରିବା ପାଇଁ ମେଟାଭର୍ସ ଡିଜିଟାଲ ପ୍ଲାଟଫର୍ମ ସହିତ ଯୋଡ଼ି ହୁଅନ୍ତୁ। ନିମ୍ନଲିଖିତ ଲିଙ୍କ୍ କ୍ଲିକ୍ କରନ୍ତୁ: [...]

Admin•3 फ़रवरी 2024
Share Article:

ଭୁବନେଶ୍ୱର – ଆଜିଠାରୁ ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହୋଇଛି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ। ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତିନି ଦିନ ଧରି ଚାଲିବ ଓଡ଼ିଆ ଅସ୍ମିତାର ପରିଚୟ ବହନ କରୁଥିବା ଏହି ଐତିହାସିକ ସମ୍ମିଳନୀ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଆଧାରିତ ଏହି ମହାପର୍ବର ବିଶେଷ ଅନୁଭୂତି ହାସଲ କରିବା ପାଇଁ ମେଟାଭର୍ସ ଡିଜିଟାଲ ପ୍ଲାଟଫର୍ମ ସହିତ ଯୋଡ଼ି ହୁଅନ୍ତୁ। ନିମ୍ନଲିଖିତ ଲିଙ୍କ୍ କ୍ଲିକ୍ କରନ୍ତୁ: metaverse.worldodiaconference.org

#Odia#Odisha#News
Share Article:

Related Articles