न्यूज़रूम ओडिशा
ब्रेकिंग
ओडिया समाचार

ଆଜି ଅପରାହ୍ନରେ କ୍ୟାବିନେଟ ବୈଠକ

ଭୁବନେଶ୍ଵର – ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିବେ ।ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ। ଏଥିରେ ବିଭିନ୍ନ ବିଭାଗର ବହୁ ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି। ବିଶେଷ କରି କାଳିଆ ଏବଂ ଛାତ୍ରବୃତ୍ତି ଯୋଜନା ଉପରେ ମୋହର ବାଜିପାରେ। ଆଗକୁ ନିର୍ବାଚନ ଥିବାରୁ ଆଜାର କ୍ୟାବିନେଟ ବୈଠକ ରାଜ୍ୟ ସରକାରଙ୍କ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି । [...]

Admin•22 फ़रवरी 2024
Share Article:

ଭୁବନେଶ୍ଵର – ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିବେ ।ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ। ଏଥିରେ ବିଭିନ୍ନ ବିଭାଗର ବହୁ ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି। ବିଶେଷ କରି କାଳିଆ ଏବଂ ଛାତ୍ରବୃତ୍ତି ଯୋଜନା ଉପରେ ମୋହର ବାଜିପାରେ। ଆଗକୁ ନିର୍ବାଚନ ଥିବାରୁ ଆଜାର କ୍ୟାବିନେଟ ବୈଠକ ରାଜ୍ୟ ସରକାରଙ୍କ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି । ବୈଠକରେ କୃଷି, ଜଳସମ୍ପଦ ଏବଂ ସ୍ବାସ୍ଥ୍ୟ ବିଭାଗର ଅନେକ ପ୍ରସ୍ତାବ ଆସିପାରେ।

#Odia#Odisha#News
Share Article:

Related Articles