न्यूज़रूम ओडिशा
ब्रेकिंग
ओडिया समाचार

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କଟକ ନିଆଳି ଥାନା ଏଏସଆଇ

ଭୁବନେଶ୍ୱର – ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଟକ ନିଆଳି ଥାନା ଏଏସଆଇ । ଏକ ମାମଲା ରୁଜୁ ପାଇଁ ଆସିଥିବା ଜଣେ ବ୍ୟକ୍ତିଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ଏଏସଆଇ ବିଜୟ ଭଞ୍ଜଙ୍କୁ ଧରିଥିଲା ଭିଜିଲାନ୍ସ । ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ବିଜୟଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିଛି। ଏଏସଆଇ ଏକ ମାମଲା ରୁଜୁ କରିବାକୁ ଦୁଇ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗ କରିବାକୁ [...]

Admin•25 फ़रवरी 2024
Share Article:

ଭୁବନେଶ୍ୱର – ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଟକ ନିଆଳି ଥାନା ଏଏସଆଇ । ଏକ ମାମଲା ରୁଜୁ ପାଇଁ ଆସିଥିବା ଜଣେ ବ୍ୟକ୍ତିଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ଏଏସଆଇ ବିଜୟ ଭଞ୍ଜଙ୍କୁ ଧରିଥିଲା ଭିଜିଲାନ୍ସ । ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ବିଜୟଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିଛି।

ଏଏସଆଇ ଏକ ମାମଲା ରୁଜୁ କରିବାକୁ ଦୁଇ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗ କରିବାକୁ ଆସିଥିବା ବ୍ୟକ୍ତି ଜଣକ ଭିଜିଲାନ୍ସରେ ଫେରାଦ ହେଲା ପରେ ଏଏସଆଇଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଏଜେନ୍ସୀ।

#Odia#Odisha#News
Share Article:

Related Articles