न्यूज़रूम ओडिशा
ब्रेकिंग
ओडिया समाचार

ଗୀତା ଉପଦେଶ: ସମସ୍ତ କିଛି ଈଶ୍ୱରଙ୍କୁ ଅର୍ପଣ କରିବା ପରେ ତାହାକୁ ପ୍ରସାଦ ହିସାବରେ ନିଜେ ଗ୍ରହଣ କର

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସମସ୍ତ କର୍ମ କିପରି ଈଶ୍ୱରୱାର୍ପଣ ହେବା ଉଚିତ ତାହା ବୁଝାଇବାକୁ ଯାଇ କହୁଛନ୍ତି – ଇଷ୍ଟାନ୍ ଭୋଗାନ୍ ହି ବୋ ଦେବା, ଦାସ୍ୟନ୍ତେ ଯଜ୍ଞ ଭାବିତାଃ। ତୈର୍ଦତ୍ତାନପ୍ରଦାୟୈଭ୍ୟୋ ଯୋ ଭୁଙ୍‌ତେ ସ୍ତେନ ଏବ ସଃ। ଅର୍ଥାତ ଯଜ୍ଞ ଆଦି କରିବା ଦ୍ୱାରା ଦେବତା ମାନେ ତୁମ୍ଭର ସମସ୍ତ ଆବଶ୍ୟକତା ପୁରଣ କରନ୍ତି। ଏହି ଅବଦାନ କୁ ଯେଉଁ ମାନେ ଦେବତା ଙ୍କୁ ଅର୍ପଣ ନ କରି ନିଜେ ଉପଭୋଗ କରନ୍ତି ସେମାନେ ଚୋର [...]

Admin•2 मार्च 2024
Share Article:
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସମସ୍ତ କର୍ମ କିପରି ଈଶ୍ୱରୱାର୍ପଣ ହେବା ଉଚିତ ତାହା ବୁଝାଇବାକୁ ଯାଇ କହୁଛନ୍ତି –
ଇଷ୍ଟାନ୍ ଭୋଗାନ୍ ହି ବୋ ଦେବା, ଦାସ୍ୟନ୍ତେ ଯଜ୍ଞ ଭାବିତାଃ।
 ତୈର୍ଦତ୍ତାନପ୍ରଦାୟୈଭ୍ୟୋ ଯୋ ଭୁଙ୍‌ତେ ସ୍ତେନ ଏବ ସଃ।
ଅର୍ଥାତ ଯଜ୍ଞ ଆଦି କରିବା ଦ୍ୱାରା ଦେବତା ମାନେ ତୁମ୍ଭର ସମସ୍ତ ଆବଶ୍ୟକତା ପୁରଣ କରନ୍ତି। ଏହି ଅବଦାନ କୁ ଯେଉଁ ମାନେ ଦେବତା ଙ୍କୁ ଅର୍ପଣ ନ କରି ନିଜେ ଉପଭୋଗ କରନ୍ତି ସେମାନେ ଚୋର ଅଟନ୍ତି।
#Odia#Odisha#News
Share Article:

Related Articles