न्यूज़रूम ओडिशा
ब्रेकिंग
ओडिया समाचार

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ମଜ୍ଜନୁ କରି ସର ସଖିହ୍ନ ସମେତା । ଗଈ ମୁଦିତ ମନ ଗୌରି ନିକେତା ॥ ପୂଜା କିହ୍ନି ଅଧିକ ଅନୁରାଗା । ନିଜ ଅନୁରୁପ ସୁଭଗ ବରୁ ମାଗା ॥ ଭାବାର୍ଥ :- ମାତା ସୀତା ସଖୀ ମାନଙ୍କ ସହିତ ପୋଖରୀରେ ଗାଧୋଇ ସାରି ଆନନ୍ଦ ମନରେ ମାତା ପାର୍ବତୀଙ୍କ ମନ୍ଦିରକୁ ଗଲେ । ବହୁତ ଶ୍ରଦ୍ଧା ଆଉ ଭକ୍ତିର ସହିତ ପୂଜାର୍ଚ୍ଚନା କଲେ ଆଉ ନିଜ ପାଇଁ ସୁନ୍ଦର [...]

Admin•4 अप्रैल 2024
Share Article:

॥ ବାଲ କାଣ୍ଡ ॥

ମଜ୍ଜନୁ କରି ସର ସଖିହ୍ନ ସମେତା ।
ଗଈ ମୁଦିତ ମନ ଗୌରି ନିକେତା ॥
ପୂଜା କିହ୍ନି ଅଧିକ ଅନୁରାଗା ।
ନିଜ ଅନୁରୁପ ସୁଭଗ ବରୁ ମାଗା ॥

ଭାବାର୍ଥ :- ମାତା ସୀତା ସଖୀ ମାନଙ୍କ ସହିତ ପୋଖରୀରେ ଗାଧୋଇ ସାରି ଆନନ୍ଦ ମନରେ ମାତା ପାର୍ବତୀଙ୍କ ମନ୍ଦିରକୁ ଗଲେ । ବହୁତ ଶ୍ରଦ୍ଧା ଆଉ ଭକ୍ତିର ସହିତ ପୂଜାର୍ଚ୍ଚନା କଲେ ଆଉ ନିଜ ପାଇଁ ସୁନ୍ଦର ଯୋଗ୍ୟ ବରପାତ୍ର ଟିଏ ବର ମାଗିଲେ ।

#Odia#Odisha#News
Share Article:

Related Articles