न्यूज़रूम ओडिशा
ब्रेकिंग
ओडिया समाचार

ଶଙ୍ଖ ଫୁଙ୍କିଲେ ହାତ ଛାଡ଼ିଥିବା କେନ୍ଦ୍ରାପଡ଼ାର ବରିଷ୍ଠ ନେତା ଗଣେଶ୍ୱର ବେହେରା

ଭୁବନେଶ୍ୱର – କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଦେଇଥିବା ବରିଷ୍ଠ ନେତା ଗଣେଶ୍ୱର ବେହେରା ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଶତାଧିକ ସମର୍ଥକଙ୍କ ସହ ଗଣେଶ୍ୱର ବେହେରା ବିଜେଡିରେ ସାମିଲ ହୋଇଛନ୍ତି। ଚାରି ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଗଣେଶ୍ୱର। କେନ୍ଦ୍ରାପଡା କଂଗ୍ରେସର ଜଣେ ଟାଣୁଆ ନେତା ଜଣାଶୁଣା ଥିଲେ ଗଣେଶ୍ୱର । ପଟ୍ଟାମୁଣ୍ଡାଇ ଆସନରୁ ସେ ୧୯୮୫ ଓ ୧୯୯୫ ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Admin•7 अप्रैल 2024
Share Article:

#Odia#Odisha#News
Share Article:

Related Articles