न्यूज़रूम ओडिशा
ब्रेकिंग
ओडिया समाचार

ବୀର ବିକ୍ରମ ଯାଦବ ପୁଣି ଥରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତ

ଭୁବନେଶ୍ୱର -ବରିଷ୍ଠ ଆଇଏଏସ ଅଫିସର ବୀର ବିକ୍ରମ ଯାଦବଙ୍କୁ ପୁଣି ଥରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନର ଦାୟିତ୍ୱ ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିବେ ୧୯୯୬ ବ୍ୟାଚ ଆଇଏଏସ ବୀର ବିକ୍ରମ ଯାଦବ । ପୂର୍ବରୁ ମଧ୍ୟ ଯାଦବ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱରେ ରହିସାରିଛନ୍ତି ।

Admin•8 अप्रैल 2024
Share Article:

#Odia#Odisha#News
Share Article:

Related Articles