न्यूज़रूम ओडिशा
ब्रेकिंग
ओडिया समाचार

କାଳବୈଶାଖୀ ପ୍ରଭାବ: ୩୩ ଡିଗ୍ରୀ ସେଲସିୟସରୁ୍ ତଳେ ରାଜ୍ୟର ୧୭ ସହର

ଭୁବନେଶ୍ୱର – ରାଜ୍ୟରେ କାଳବୈଶାଖୀ ବର୍ଷା ଯୋଗୁଁ ରାତିରୁ ମିଳିଛି ଆଶ୍ୱସ୍ତି । କମିଛି ତାପମାତ୍ରା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସୋମବାର ରାଜ୍ୟର ୧୭ଟି ସହରରେ ଦିନ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସରୁ କମ୍ ରହିଛି। ବରଗଡ଼ରେ ଦିନର ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ୩୮ ଦଶମିକ ୭ ଡିଗ୍ରୀ ସହ ମାଲକାନଗିରି ହୋଇଛି ରାଜ୍ୟର ଉତ୍ତପ୍ତ ସହର ।

Admin•8 अप्रैल 2024
Share Article:

#Odia#Odisha#News
Share Article:

Related Articles