न्यूज़रूम ओडिशा
ब्रेकिंग
ओडिया समाचार

ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି ହୋଇଛି। ୪ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ତାଲିକା ଅନୁସାରେ ଭୁବନେଶ୍ୱର -ମଧ୍ୟରୁ ପ୍ରକାଶ ଚନ୍ଦ୍ର ଜେନା, ଭୁବନେଶ୍ୱର ଉତ୍ତରରୁ ଅଶୋକ କୁମାର ଦାସ, ସତ୍ୟବାଦୀରୁ ମନୋଜ ରଥ ଓ ମାହାଙ୍ଗାରୁ ଦେବେନ୍ଦ୍ର କୁମାର ସାହୁ ପ୍ରାର୍ଥୀ ହେବେ । ପୂର୍ବରୁ କଂଗ୍ରେସ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୪୯ ଓ ୭୨ଟି ଆସନରେ ବିଧାନସଭା ପ୍ରାର୍ଥୀ ଘୋଷଣା କରିଥିଲା [...]

Admin•18 अप्रैल 2024
Share Article:
ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି ହୋଇଛି। ୪ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ତାଲିକା ଅନୁସାରେ ଭୁବନେଶ୍ୱର -ମଧ୍ୟରୁ ପ୍ରକାଶ ଚନ୍ଦ୍ର ଜେନା, ଭୁବନେଶ୍ୱର ଉତ୍ତରରୁ ଅଶୋକ କୁମାର ଦାସ, ସତ୍ୟବାଦୀରୁ ମନୋଜ ରଥ ଓ ମାହାଙ୍ଗାରୁ ଦେବେନ୍ଦ୍ର କୁମାର ସାହୁ ପ୍ରାର୍ଥୀ ହେବେ ।

ପୂର୍ବରୁ କଂଗ୍ରେସ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୪୯ ଓ ୭୨ଟି ଆସନରେ ବିଧାନସଭା ପ୍ରାର୍ଥୀ ଘୋଷଣା କରିଥିଲା ।

#Odia#Odisha#News
Share Article:

Related Articles