न्यूज़रूम ओडिशा
ब्रेकिंग
ओडिया समाचार

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ସୁରପ୍ରସୁନ ବରଷହିଂ ହରଷି କରହିଂ ଅପଛରା ଗାନ। ଚଲେ ଅବଧପତି ଅବଧପୁର ମୁଦିତ ବଜାଇ ନିସାନ ॥ ଭାବାର୍ଥ :- ବରଯାତ୍ରୀଙ୍କ ବିଦାୟକାଳୀନ ଦୃଶ୍ୟକୁ ଦେଖି ସବୁ ଦେବତାମାନେ ଆନନ୍ଦ ମନରେ ପୁଷ୍ପ ବୃଷ୍ଟି କରୁଥାନ୍ତି ଆଉ ସ୍ୱର୍ଗର ଅପସରାମାନେ ମଙ୍ଗଳ ଗୀତ ଗାଉ ଥାଆନ୍ତି। ଅବଧପତି ମହାରାଜା ଦଶରଥ ମଙ୍ଗଳବାଦ୍ଯ ନଗାଡା ବଜାଇ ଆନନ୍ଦ ମନରେ ଜନକପୁର ରୁ ଅଜୋଧ୍ୟା ଅଭିମୂଖେ ବାହାରିଲେ ।

Admin•26 मई 2024
Share Article:

॥ ବାଲ କାଣ୍ଡ ॥

ସୁରପ୍ରସୁନ ବରଷହିଂ ହରଷି କରହିଂ ଅପଛରା ଗାନ।
ଚଲେ ଅବଧପତି ଅବଧପୁର ମୁଦିତ ବଜାଇ ନିସାନ ॥

ଭାବାର୍ଥ :- ବରଯାତ୍ରୀଙ୍କ ବିଦାୟକାଳୀନ ଦୃଶ୍ୟକୁ ଦେଖି ସବୁ ଦେବତାମାନେ ଆନନ୍ଦ ମନରେ ପୁଷ୍ପ ବୃଷ୍ଟି କରୁଥାନ୍ତି ଆଉ ସ୍ୱର୍ଗର ଅପସରାମାନେ ମଙ୍ଗଳ ଗୀତ ଗାଉ ଥାଆନ୍ତି। ଅବଧପତି ମହାରାଜା ଦଶରଥ ମଙ୍ଗଳବାଦ୍ଯ ନଗାଡା ବଜାଇ ଆନନ୍ଦ ମନରେ ଜନକପୁର ରୁ ଅଜୋଧ୍ୟା ଅଭିମୂଖେ ବାହାରିଲେ ।

#Odia#Odisha#News
Share Article:

Related Articles