न्यूज़रूम ओडिशा
ब्रेकिंग
ओडिया समाचार

ଗୀତା ଉପଦେଶ: ଭଗବାନ ସେହି ଜଠରାଗ୍ନି ଅଟନ୍ତି, ଯାହା ଖାଦ୍ୟ ପାଚନ କରିବାରେ ପ୍ରାଣୀଙ୍କୁ ସକ୍ଷମ କରାଏ

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପ୍ରତ୍ୟେକ ଶରୀର ର ପାଚକ ରସ ପୃଷ୍ଠଦେଶରେ ନିଜର ଶକ୍ତି ସମ୍ବନ୍ଧରେ କହୁଛନ୍ତି :- ଅହଂ ବୈଶ୍ୱାନରୋ ଭୂତ୍ୱା ପ୍ରାଣିନାଂ ଦେହ ମାଶ୍ରିତଃ। ପ୍ରାଣାପାନସମାଯୁକ୍ତଃ ପଚାମ୍ୟନ୍ନଂ ଚତୁର୍ବିଧମ୍। ଅର୍ଥାତ ଜୀବନକୁ ସମସ୍ତ ଦିଗରୁ ଭଗବାନ ପୋଷଣ କରିଥାନ୍ତି । ପୃଥିବୀକୁ ବାସଯୋଗ୍ୟ କରିବା ପାଇଁ ସବୁ ପ୍ରକାରର ଆୟୋଜନ ସେ କରିଥାଆନ୍ତି । ବନସ୍ପତିର ପୋଷଣ ନିମନ୍ତେ ସେ ଚନ୍ଦ୍ରଙ୍କୁ ଶକ୍ତି ପ୍ରଦାନ କରନ୍ତି । ସେ ପାଚକ ରସ ହୋଇ ଆମ [...]

Admin•6 जुलाई 2024
Share Article:

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପ୍ରତ୍ୟେକ ଶରୀର ର ପାଚକ ରସ ପୃଷ୍ଠଦେଶରେ ନିଜର ଶକ୍ତି ସମ୍ବନ୍ଧରେ କହୁଛନ୍ତି :-

ଅହଂ ବୈଶ୍ୱାନରୋ ଭୂତ୍ୱା ପ୍ରାଣିନାଂ ଦେହ ମାଶ୍ରିତଃ। ପ୍ରାଣାପାନସମାଯୁକ୍ତଃ ପଚାମ୍ୟନ୍ନଂ ଚତୁର୍ବିଧମ୍।

ଅର୍ଥାତ ଜୀବନକୁ ସମସ୍ତ ଦିଗରୁ ଭଗବାନ ପୋଷଣ କରିଥାନ୍ତି । ପୃଥିବୀକୁ ବାସଯୋଗ୍ୟ କରିବା ପାଇଁ ସବୁ ପ୍ରକାରର ଆୟୋଜନ ସେ କରିଥାଆନ୍ତି । ବନସ୍ପତିର ପୋଷଣ ନିମନ୍ତେ ସେ ଚନ୍ଦ୍ରଙ୍କୁ ଶକ୍ତି ପ୍ରଦାନ କରନ୍ତି । ସେ ପାଚକ ରସ ହୋଇ ଆମ ଖାଦ୍ୟକୁ ହଜମ କରାନ୍ତି । ରସ ପୃଷ୍ଠଦେଶରେ ଭଗବାନଙ୍କର ଶକ୍ତି ହିଁ କାର୍ଯ୍ୟ କରୁଛି ଏବଂ ପାଚନ ପ୍ରକ୍ରିୟାକୁ ସମ୍ଭବ କରୁଛି । ବୈଶ୍ୱାନର ଅର୍ଥାତ୍ “ପାଚକ ଅଗ୍ନି” ଭଗବାନଙ୍କ ଶକ୍ତି ଦ୍ୱାରା ପ୍ରଜ୍ଜ୍ୱଳିତ ହୁଏ ।

#Odia#Odisha#News
Share Article:

Related Articles