ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର | News Room Odisha

ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ସହିଦ ଦୁଇ ଏସଓଜି କମାଣ୍ଡୋଙ୍କୁ ଭବାନୀପାଟଣାରେ ଗାର୍ଡ ଅଫ୍ ଅନର୍

୨.ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ ଆଉ ୨ ହଜାର ୭୦୬ ରୋଗୀ, କଟକ ଜିଲ୍ଲାରୁ ସର୍ବାଧିକ ୪୧୧ ସୁସ୍ଥ

୩.କୋଭିଡ ମୁକାବିଲା ପାଇଁ ରାଜଧାନୀରେ ଲାଗୁ ହେବ ଗଂଜାମ ମଡେଲ୍ , ଆରମ୍ଭ ହେବ ବ୍ୟାପକ ହେଲଥ ସ୍କ୍ରିନିଂ

୪.ରାଜ୍ୟ ସରକାରଙ୍କ ପୂଜା ଗାଇଡଲାଇନ୍ସ, ନିରାଡମ୍ବର ଭାବେ ହେବ ପୂଜା, ମୂର୍ତି ଉଚ୍ଚତା ରହିବ ସର୍ବାଧିକ ୪ ଫୁଟ, ଭସାଣ ଉତ୍ସବ ମନା

୫.ଗଂଜାମରୁ କୋରୋନା ବିପଦ ସଂପୂଣ୍ଣ ର୍ ଟଳିନାହିଁ , କୋଭିଡ ନିୟମ ପାଳନ କରିବାକୁ ଲୋକଙ୍କୁ ଜିଲ୍ଲାପାଳଙ୍କ ନିବେଦନ

୬.ସୂଚନା କମିଶନର ଭାବେ ଶପଥ ନେଲେ ବିକ୍ରମ ସେନାପତି ଓ ଦିଲ୍ଲୀପ ବିଷୋୟୀ

୭.ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହେଲା ରାଫେଲ, ଅମ୍ବାଲା ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

୮.ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ଏନଡିଏର ଜେଡିୟୁ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ ପାଇଁ ନବୀନଙ୍କ ସହ କଥା ହେଲେ ନୀତୀଶ

୯.ପରେଶ ରାୱଲ ନ୍ୟାସନାଲ ସ୍କୁଲ୍ ଅଫ ଡ୍ରାମାର ନୂଆ ଅଧ୍ୟକ୍ଷ

୧୦.ଆରଜେଡି ଛାଡିଲେ ବରିଷ୍ଠ ନେତା ରଘୁବଂଶ ପ୍ରସାଦ, ଚିଠି ଲେଖିଲେ ଲାଲୁ