ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର | News Room Odisha

ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

  1. ରାଜ୍ୟର ବନ୍ୟାଂଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ,
  2. ସଫଳ ହେଉଛି ପ୍ଲାଜମା ଥେରାପି , ରାଜ୍ୟରେ ପ୍ଲାଜମା ନେଇଥିବା ୧୦୪ ରୋଗୀ ସୁସ୍ଥ
  3. ବିଜେଡି ବିଧାୟକଙ୍କୁ ପାର୍ଟି ସୁପ୍ରିମୋ ନବୀନଙ୍କ ସମ୍ବୋଧନ : ନିଟ୍ ଓ ଜେଇଇ ପରୀକ୍ଷା ପାଇଁ ପିଲାଙ୍କୁ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ, କୋରୋନା ଯୋଦ୍ଧାଙ୍କ ମନୋବଳ ବଢାଇବାକୁ ବିଧାୟକଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ
  4. ଯୋବ୍ରାରେ ମହାନଦୀର ବନ୍ୟା ଜଳ ବିପଦ ସଂକେତର ନିକଟତର, ମୁଣ୍ଡଳୀରେ ପହଂଚିଲା ହୀରାକୁଦର ବନ୍ୟାଜଳ
  5. ଜେଇଇ ଓ ନିଟ ପାଇଁ ସାରା ରାଜ୍ୟରେ ଆଜିଠାରୁ କଟକଣା କୋହଳ, ଜାରି ହେବ ନାହିଁ ଲକଡାଉନ, ସଟଡାଉନ
  6. କୋରୋନା ପ୍ରକୋପ : ଦେଶରେ ଦିନକରେ ସର୍ବାଧିକ ରୋଗୀ ଚିହ୍ନଟ , ୩୫ ଲକ୍ଷ ପାର କଲା ମୋଟ ପଜିଟିଭ ସଂଖ୍ୟା, ୨୪ ଘଂଟାରେ ୯୪୮ ମୃତ
  7. ରାଜ୍ୟରେ ଆଉ ୨ହଜାର ୫୧୯ ବ୍ୟକ୍ତି କୋରୋନା ମୁକ୍ତ, ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ୭୩ ହଜାର ୨୩୩କୁ ବୃଦ୍ଧି
  8. ନବୀନ ପଟ୍ଟନାୟକ : ସ୍ନେହ ଓ କରୁଣାର ପ୍ରତୀକ
Odisha News Headlines