ନବୀନ ସରକାରଙ୍କ ନୂଆ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ନିରଞ୍ଜନ ଅର୍ଥ ଓ ନବ ସ୍ବାସ୍ଥ୍ୟ ବିଭାଗ ବଜାୟ ରଖିଲେ | News Room Odisha

ନବୀନ ସରକାରଙ୍କ ନୂଆ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ନିରଞ୍ଜନ ଅର୍ଥ ଓ ନବ ସ୍ବାସ୍ଥ୍ୟ ବିଭାଗ ବଜାୟ ରଖିଲେ

ଭୁବନେଶ୍ୱର: ନବୀନ ସରକାରଙ୍କ ପୁନର୍ଗଠିତ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପରେ ନୂଆ ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ ହୋଇଛି । କିଛି ମନ୍ତ୍ରୀ ପୁରୁଣା ବିଭାଗ ବଜାୟ ରଖିଥିବା ବେଳେ ଆଉ କିଛି ମନ୍ତ୍ରୀଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି । କାହାକୁ କେଉଁ ବିଭାଗ ମିଳିଛି ତାହା ନିମ୍ନରେ ପ୍ରଦତ୍ତ କରାଗଲା :

କ୍ୟାବିନେଟ୍ ମନ୍ତ୍ରୀ :

ଜଗନ୍ନାଥ ସାରକା: ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ଆଦିବାସୀ ଓ ଆଇନ ବିଭାଗ।
ନିରଞ୍ଜନ ପୂଜାରୀ: ଅର୍ଥ ଓ ସଂସଦୀୟ ବ୍ୟାପାର ।
ରଣେନ୍ଦ୍ର ପ୍ରତାପ ସ୍ୱାଇଁ: କୃଷି,ମତ୍ସ୍ୟ ଓ ପଶୁସମ୍ପଦ ।
ପ୍ରମିଳା ମଲ୍ଲିକ: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ।
ଉଷା ଦେବୀ: ଗୃହ ନିର୍ମାଣ ଓ ନଗର ଉନ୍ନୟନ ।
ଟୁକୁନି ସାହୁ: ଜଳସଂପଦ, ବାଣିଜ୍ୟ ଓ ପରିବହନ ।
ପ୍ରଫୁଲ୍ଲ ମଲ୍ଲିକ : ଇସ୍ପାତ, ପୂର୍ତ୍ତି ଓ ଖଣି ।
ପ୍ରତାପ କେଶରୀ ଦେବ: ଶିଳ୍ପ ଓ ଶକ୍ତି ।
ଅତନୁ ସବ୍ୟସାଚୀ ନାୟକ: ଖାଦ୍ୟ ଯୋଗାଣ ଓ ସମବାୟ । ପ୍ରଦୀପ କୁମାର ଅମାତ: ସୂଚନା ଓ ଲୋକସଂପର୍କ, ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ଓ ପାନୀୟ ଜଳ । ନବକିଶୋର ଦାସ: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ । ଅଶୋକ ଚନ୍ଦ୍ର ପଣ୍ଡା: ବିଜ୍ଞାନ ଓ କାରିଗରୀ କୈଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ।
ରାଜେନ୍ଦ୍ର ଢୋଲକିଆ: ଯୋଜନା ଓ ସଂଯୋଜନା ।

ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ):

ସମୀରରଞ୍ଜନ ଦାଶ: ବିଦ୍ୟାଳୟ ଓ ଗଣଶିକ୍ଷା ।
ଅଶ୍ୱିନୀ କୁମାର ପାତ୍ର: ପର୍ଯ୍ୟଟନ, ଓଡ଼ିଆ ଭାଷା, ସଂସ୍କୃତି ଓ ଅବକାରୀ ।
ପ୍ରୀତିରଞ୍ଜନ ଘଡ଼େଇ: ଗ୍ରାମ୍ୟ ଉନ୍ନୟନ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ।
ଶ୍ରୀକାନ୍ତ ସାହୁ: ଶ୍ରମ ଓ ନିଯୁକ୍ତି ।
ତୁଷାରକାନ୍ତି ବେହେରା : ଇଲୋକ୍ଟ୍ରେନିକ୍ସ, ଆଇଟି, କ୍ରୀଡ଼ା ଓ ଯୁବବ୍ୟାପାର ସହ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ।
ରୋହିତ ପୂଜାରୀ: ଉଚ୍ଚଶିକ୍ଷା ।
ରୀତା ସାହୁ: ହସ୍ତତନ୍ତ ଓ ବୟନ ଶିଳ୍ପ ।
ବାସନ୍ତୀ ହେମ୍ବ୍ରମ: ମହିଳା ଶିଶୁ କଲ୍ୟାଣ ଓ ମିସନ୍ ଶକ୍ତି ।