ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର | News Room Odisha

ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ସିବିଆଇ ରେଡ୍ ନେଇ ବିଜେଡିର ତୀବ୍ର ପ୍ରତିକ୍ରିୟା, ଟାଇମିଂକୁ ନେଇ ପ୍ରଶ୍ନ ଉଠାଇଲା ଦଳ

୨.ବଢୁଛି କୋରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା, ଆଉ ୪ ହଜାର ୧୦୧ ରୋଗୀ ସୁସ୍ଥ

୩.ଭୁବନେଶ୍ୱର ଲୁଇସରୋଡ୍ ଜୁଡିସିଆଲ୍ କଂପ୍ଲେକ୍ସ କଂଟେନମେଂଟ୍ ଜୋନ୍ ଘୋଷଣା

୪.ଅକ୍ଟୋବର ୧୨ରୁ ୧୯ ଯାଏଁ ଓଜେଇଇ ପରୀକ୍ଷା, ସିବିଟି ପଦ୍ଧତିରେ ୫୩ଟି କେନ୍ଦ୍ରରେ ହେବ ପରୀକ୍ଷା

୫.କୋରୋନା ସଂପର୍କିତ ପରାମର୍ଶ ପାଇଁ ହ୍ୱାଟସଆପ୍ ନମ୍ବର ଜାରି କଲେ ରାଜ୍ୟ ସରକାର, ଘରେ ବସି ଲୋକେ ପଚାରିପାରିବେ ପ୍ରଶ୍ନ

୬.ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା, ୨୦ରୁ ଚାରିଟି ଜିଲ୍ଲାରେ ପ୍ରବଳ ବର୍ଷିବ

୭.ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ, ସବୁ ତିନିଟି ଷ୍ଟ୍ରିମରେ ରେଭେନ୍‌ସା ଆଗୁଆ, ବିଜ୍ଞାନରେ ସର୍ବାଧିକ ୮୯ ପ୍ରତିଶତ

୮.ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ର୍‌ସ୍ତୁତି : ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ , ୧୦ ହଜାର ନଗଦ ଓ ୨୮ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିପାରିବେ ନାହିଁ ପ୍ରାର୍ଥୀ

୯.ଆଜିଠାରୁ ଆଇପିଏଲ ସିଜନ ୧୩, ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ –ଚେନ୍ନାଇ ସୁପରକିଙ୍ଗସ୍ ମୁକାବିଲା