ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର | News Room Odisha

ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ରାଜ୍ୟରେ ଆଇପିଏସ ସ୍ତରରେ ସାମାନ୍ୟ ଅଦଳବଦଳ, ଅରୁଣ ରାୟ ନୂଆ କମ୍ୟୁନିକେସନ ଏଡିଜି

୨.ରାଜ୍ୟରେ ମୃତ ବ୍ୟକ୍ତିଙ୍କ କୋରୋନା ଟେଷ୍ଟ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

୩.ରାଜ୍ୟରେ କୋରୋନାରୁ ସୁସ୍ଥଙ୍କ ସଂଖ୍ୟା ଦେଢ ଲକ୍ଷରୁ ଅଧିକ, କୋରୋନା ଯୋଦ୍ଧାଙ୍କୁ ସଫଳତାର ଶ୍ରେୟ ଦେଲେ ମୁଖ୍ୟମନ୍ତ୍ରୀ

୪.ସ୍ୱେଚ୍ଛାକୃତ ଅବସର ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ବିଜେପି ଟିକଟର ବିଧାନସଭା ନିର୍ବାଚନ ଲଢିବା ନେଇ କଳ୍ପନାଜଳ୍ପନା

୫.ଡ୍ରଗ୍ସ ଲିଙ୍କ୍ ମାମଲା , ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନସିବି ସମନ

୬.ହସପିଟାଲରେ ଭର୍ତି ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ, କୋରୋନା ଯୋଗୁଁ ଥିଲେ ହୋମ ଆଇସୋଲେସନରେ