ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର | News Room Odisha

ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.କୋରୋନା ସଂକ୍ରମଣରେ ବ୍ରେକ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି, ରାଜଧାନୀରେ ବଜାର କମିଟି ନିୟୋଜିତ କରିବେ ବ୍ୟକ୍ତିଗତ ସୁରକ୍ଷା କର୍ମୀ

୨.ଗଂଜାମରେ ଜିଲ୍ଲା ପ୍ରଶାସନ ଦ୍ୱାରା କୋଭିଡ ସପ୍ତାହ ପାଳନ

୩.ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶେକ ମତଲୁବ ଅଲ୍ଲୀଙ୍କ ଦେହାନ୍ତ

୪.ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଡିନ୍ ଜୋନସଙ୍କ ପରଲୋକ, ମୁମ୍ବାଇରେ ହୃଦଘାତରେ ୫୯ ବର୍ଷ ବୟସରେ ଆଖି ବୁଜିଲେ କିମ୍ବଦନ୍ତୀ ବ୍ୟାଟସମ୍ୟାନ୍

୫.୨୦୨୦ ସିଭିଲ ସର୍ଭିସ ପରୀକ୍ଷା ସ୍ଥଗିତ ପାଇଁ ଆବେଦନ, କେନ୍ଦ୍ର ଓ ୟୁପିଏସସିଠାରୁ ଜବାବ ଲୋଡିଲେ ସୁପ୍ରିମକୋର୍ଟ

୬.ମହିଳା ବିରୋଧୀ ଅପରାଧ ରୋକିବା ପାଇଁ ଯୋଗୀ ସରକାରଙ୍କ ଅଭିନବ ପଦକ୍ଷେପ, ସର୍ବସାଧାରଣରେ ଅପରାଧୀଙ୍କୁ ଲଜ୍ଜିତ କରାଯିବ, ଫଟୋ ଥାଇ ଲାଗିବ ପୋଷ୍ଟର

୭.ଡ୍ରଗ୍ସ ଲିଙ୍କ୍ ମାମଲା : ଏନସିବି ସମନ ମିଳିଥିବା ନେଇ ମାନିଲେ ରକୁଲ, କାଲି ଦୀପିକା ପାଦୁକୋନଙ୍କୁ ହେବ ପଚରାଉଚୁରା