ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର | News Room Odisha

ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ଅନଲକ୍ ୫ ଗାଇଡଲାଇନ୍ସ : ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିପାରିବ ସିନେମା ହଲ୍‌, କ୍ରୀଡାବିତଙ୍କ ଟ୍ରେନିଂ ପାଇଁ ଖୋଲିବ ସୁଇମିଂ ପୁଲ୍

୨.ବାବ୍ରି ମସଜିଦ ଭଙ୍ଗ ମାମଲାରେ ରାୟ : ଆଡଭାନି, ଯୋଶୀଙ୍କ ସମେତ ସବୁ ଅଭିଯୁକ୍ତ ଦୋଷମୁକ୍ତ, କୋର୍ଟ କହିଲେ ଯୋଜନାବଦ୍ଧ ନ ଥିଲା ମସଜିଦ ଭଙ୍ଗ ଘଟଣା

୩.ଦୁଷ୍କର୍ମ ଅଭିଯୋଗରେ ଅନୁରାଗ କଶ୍ୟପଙ୍କୁ ମୁମ୍ବାଇ ପୋଲିସର ସମନ

୪.କୋଭିଡ ମୁକାବିଲା ପାଇଁ ଓଡିଶାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

୫.ରାଜ୍ୟରେ ସୁସ୍ଥ ହେଲେ ୪ ହଜାର ୨୧୯ କୋରୋନା ରୋଗୀ, ଖୋର୍ଧାରୁ ସର୍ବାଧିକ ୬୨୮