ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର | News Room Odisha

ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ସଂଗରୋଧ କୋରୋନା ପଜିଟିଭଙ୍କ ପାଇଁ ଆରମ୍ଭ ହେବ ଫାଭିପିରାଭିର ଥେରାପି, ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର,କଟକ, ପୁରୀରେ ରୋଗୀଙ୍କୁ ଦିଆଯିବ ଟାବଲେଟ୍‌

୨.ରାଜ୍ୟରେ ଆଜି କୋରୋନାରୁ ସୁସ୍ଥ ହେଲେ ୪ ହଜାର ୯୮ ରୋଗୀ, ଖୋର୍ଧାରୁ ୭୦୪ ସୁସ୍ଥ

୩.ଓଜେଇଇ ପରୀକ୍ଷା ପାଇଁ ଜାରି ହେଲା ଓଏସପି, ସମଗ୍ର ପରୀକ୍ଷା ପ୍ରକ୍ରିୟା ସ୍ପର୍ଶ ବିହୀନ କରିବା ଉପରେ ଗୁରୁତ୍ୱ

୪.ଜେଇଇ ଆଡଭାନ୍ସଡ ୨୦୨୦ ପରୀକ୍ଷା ଫଳ, ଓଡିଶାରେ ଟପ୍ପର ହେଲେ ଶିବାଶିଷ ରାଉତ

୫.କର୍ନାଟକ ପିସିସି ସଭାପତି ଓ ଭାଇଙ୍କ ଘର ଓ ଅଫିସରେ ସିବିଆଇ ଚଢାଉ

୬.ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ, ପ୍ରତି ୧୦ ଲୋକରେ ଜଣେ କୋରୋନା ଭାଇରସ ଦ୍ୱାରା ହୋଇପାରିଥାନ୍ତି ସଂକ୍ରମିତ

COVID-19