ନ୍ୟୁଜରୁମ୍ : ସକାଳର ଖବର | News Room Odisha

ନ୍ୟୁଜରୁମ୍ : ସକାଳର ଖବର

୧.ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କତା ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

୨.ଝାଡଖଣ୍ଡ କୋଲ୍ ବ୍ଲକ୍ ଆଂବଟନ ଦୁର୍ନୀତି, ଦିଲୀପ ରାୟଙ୍କୁ ଦଣ୍ଡବିଧାନ ଆସନ୍ତା ୨୬ ଯାଏଁ ସ୍ଥଗିତ

୩.ସାରୁ୍‌ଅରେ ଓଟିଭିର ଜମି ଜବରଦଖଲ ଅଭିଯୋଗ ମାମଲା, କ୍ରାଇମବ୍ରାଂଚ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

୪.ବୁର୍ଲା ଓ କୋରାପୁଟରେ ନୂଆ କୋଭିଡ ହସପିଟାଲ୍ ହେଲା କାର୍ଯ୍ୟକ୍ଷମ

୫.ରାଜ୍ୟରେ କୋରୋନାରୁ ଆଉ ୨ହଜାର ୭୭୫ ଜଣ ସୁସ୍ଥ, ମୋଟ ସୁସ୍ଥ ସଂଖ୍ୟା ୨ ଲକ୍ଷ ୩୫ ହଜାର ପାର

୬.ଆୟ ବହିର୍ଭୁତ ସଂପତି ଠୁଳ ପାଇଁ ଭିଜିଲାନ୍ସ ଜାଲରେ ଫସିଲେ ଗଂଜାମ ଜିଲ୍ଲାର ସ୍କୁଲ୍ ଶିକ୍ଷକ

୭.ଷ୍ଟାର୍ସ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ, ଓଡିଶା ସମେତ ୬ ରାଜ୍ୟରେ କାର୍ଯ୍ୟକାରୀ ହେବ ଯୋଜନା