ନ୍ୟୁଜରୁମ୍ : ସକାଳର ଖବର | News Room Odisha

ନ୍ୟୁଜରୁମ୍ : ସକାଳର ଖବର

୧.ଇକୋ ରିଟ୍ରିଟ୍ ଲୋଗୋ ଉନ୍ମୋଚନ ଓ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୨୦୨୦-୨୧ରେ ୫ଟି ଜାଗାରେ ହେବ ଆୟୋଜନ

୨.କଟକରେ ଆୟକର ବିଭାଗର ଅଭିଯୋଗ ଟ୍ରିବ୍ୟୁନାଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

୩.ସର୍ବଭାରତୀୟ ସ୍କୁଲ ରାକିଂ ୨୦୨୦ରେ ଗଂଜାମ ଓ ବଲାଙ୍ଗିର ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

୪.ବଦଳିବ ରାଜଧାନୀର ୯ ପ୍ରମୁଖ ରାସ୍ତାର ଡିଜାଇନ୍ ,ପଥଚାରୀ ଓ ସାଇକେଲ ଚାଳକଙ୍କ ଯାତାୟତ ହେବ ସୁଗମ

୫.୧୦ ଜଣିଆ ଡକାୟତ ଗ୍ୟାଙ୍ଗକୁ ଠାବ କଲା ଗଂଜାମ ପୁରୁଷୋତମପୁର ପୋଲିସ, ସୁନା ଅଳଙ୍କାର ଓ ଅନ୍ୟ ସାମଗ୍ରୀ ଜବତ

୬.ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ୍ ଙ୍କୁ ଏନସିବିର ଜେରା

୭.ଜେଲ୍ ରୁ ବାହାରିଲେ ଅର୍ଣ୍ଣବ, କହିଲେ ଲୋକଙ୍କ ବିଜୟ

୮.ଭାରତୀୟ ବଂଶୋଦ୍ଭବ କେଶ୍ ପଟେଲ ଆମେରିକା ପ୍ରତିରକ୍ଷା ବିଭାଗର ଚିଫ୍ ଅଫ୍ ଷ୍ଟାଫ୍ ନିଯୁକ୍ତ

୯.ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ, ଓଟିଟି ପ୍ଲାଟଫର୍ମ ଉପରେ ରହିବ ସରକାରୀ ନିୟନ୍ତ୍ରଣ

୧୦.କ୍ରୀଡ଼ା ପ୍ରସାରଣ କ୍ଷେତ୍ରରେ ଆମାଜନ୍ ପ୍ରାଇମ୍ ଭିଡିଓର ପ୍ରବେଶ

୧୧.ଆଇପିଏଲ୍ ୨୦୨୧ରେ ୯ ଦଳ !

୧୨.ବହାରେନ ପ୍ରଧାନମନ୍ତ୍ରୀ ଖଲିଫା ବିନ୍ ସଲମାନଙ୍କ ଦେହାନ୍ତ