ନ୍ୟୁଜରୁମ୍ : ସକାଳର ଖବର | News Room Odisha

ନ୍ୟୁଜରୁମ୍ : ସକାଳର ଖବର

୧.ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବକୁ ମଞ୍ଜୁରୀ, ଗ୍ରୀଡକୋର ଋଣ ପାଇଁ ୨୬ କୋଟିର ସରକାରୀ ଗ୍ୟାରେଂଟିକୁ ଅନୁମୋଦନ, କୃଷି ମାର୍କେଟିଂ ସେବା ଗଠନ ପ୍ରସ୍ତାବ ଉପରେ ବି ମୋହର

୨.ବାଲେଶ୍ୱର ଗସ୍ତରେ ଯାଇ କ୍ରୀଡା ଭିତିଭୂମିର ସମୀକ୍ଷା କଲେ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା

୩.କଟକ ସହରର ସେରୋସର୍ଭେ ରିପୋର୍ଟ, ୪୬ ଦଶମିକ ୩୯ ପ୍ରତିଶତ ଲୋକଙ୍କଠାରେ ଆଂଟିବଡି

୪.ଓଡିଶାରେ ଆଉ ୪ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ

୫.ମୁହଁ ଖୋଲିଲେ ଓରଟେଲର ପୂର୍ବତନ ଡ୍ରାଇଭର ରବି ସେଠୀ : ସାରୁଅ ଛଡା ପୁରୀରେ ବି ତାଙ୍କ ନାଁରେ ଜମି କିଣାଯାଇଥିବା ଅଭିଯୋଗ

୬.ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଜବତ କଲା ପୋଲିସ

୭.ନିମୋନିଆର ସଫଳ ନିରାକରଣ ପାଇଁ ସାମାଜିକ ସଚେତନତା ଓ କାର୍ଯ୍ୟାବଳୀ ଉଦଘାଟିତ, ଶିଶୁଙ୍କଠାରେ ନିମୋନିଆ ଲକ୍ଷଣ ଚିହ୍ନଟ କରି ଚିକିତ୍ସା କରାଇବେ ସ୍ୱାସ୍ଥ୍ୟକର୍ମୀ

୮.ଦୁଇ ବର୍ଷ ପରେ ମିଳିଲା ‘ନିଖୋଜ ନାବାଳକ’, ଭୁଲରେ ଗିରଫ ହୋଇଥିବା ଦୁଇ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବ ପୋଲିସ

୯.ଭାରତକୁ ଫେରିବ ପବ୍ଜି; ନିବେଶ କରିବ ୭୪୬ କୋଟି

୧୦.ଘରୁ ମିଳିଲା ବଲିଉଡ ଅଭିନେତା ଆସିଫ ବାସ୍ରାଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

୧୧.ମୁମ୍ବାଇ ବିମାନ ବନ୍ଦରରେ କ୍ରୁନାଲ ପାଣ୍ଡ୍ୟା ଅଟକ

୧୨.କାମ୍ରାଙ୍କ ବିରୋଧରେ ଚାଲିବ ଅଦାଲତ ଅବମାନନା ମାମଲା; ସମ୍ମତି ଦେଲେ ଆଟର୍ଣ୍ଣି ଜେନେରାଲ