ନ୍ୟୁଜରୁମ୍ : ସକାଳର ଖବର | News Room Odisha

ନ୍ୟୁଜରୁମ୍ : ସକାଳର ଖବର

୧.ରାଜ୍ୟରେ ସୁସ୍ଥ ହେଲେ ଆଉ ୧ ହଜାର ୨୯୭ କୋରୋନା ରୋଗୀ

୨.ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜିଠାରୁ ୩ ଦିନ ଯାଏଁ ବିଧାନସଭା ପରିସରରେ କୋଭିଡ ଟେଷ୍ଟିଂ

୩.ରାଜ୍ୟରେ ଛଟ୍ ପାଳନ ଉପରେ କଟକଣା ଜାରି କଲେ ରାଜ୍ୟ ସରକାର, ନଦୀଘାଟରେ ଭିଡ ମନା

୪.ନୀତୀଶଙ୍କୁ ନବୀନଙ୍କ ଅଭିନନ୍ଦନ

୫.ପୁଣି ଜବତ ହେଲା ଧଳା ଜହର, ରାଜଧାନୀରୁ ୨୫୪ ଗ୍ରାମ ବ୍ରାଉନ ସୁଗାର ଜବତ, ଆନୁମାନିକ ମୂଲ୍ୟ ୨୫ ଲକ୍ଷ, ଜଣେ ଗିରଫ

୬.ମାଲକାନଗିରି ଜିଲ୍ଲାପାଳ ପଦରୁ ମନୀଷ ଅଗ୍ରୱାଲଙ୍କୁ ହଟାଗଲା, ୱାଇ. ବିଜୟ ନୂଆ ଜିଲ୍ଲାପାଳ

୭.ଚାଷୀଙ୍କ ପାଖରେ ଅଧିକ ଧାନ ରହିଲେ ବି ସରକାର କିଣିବେ : ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

୮.ରାଜ୍ୟରେ ଛତିଶଗଡର ଧାନ ରୋକିବାକୁ ପଶ୍ଚିମ ଓଡିଶା ଜିଲ୍ଲାପାଳମାନଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗର ଚିଠି

୯.ନୀତିଶ ସପ୍ତମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

୧୦.କୋଭାକ୍ସିନ’ ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ନେଇ ଭାରତ ବାୟୋଟେକର ଘୋଷଣା

୧୧.କରୋନା ପ୍ରଭାବ: ସଂସଦର ଶୀତକାଳୀନ ଓ ବଜେଟ୍ ଅଧିବେଶନ ଏକାଠି ବସିପାରେ

୧୨.ସଶସ୍ତ୍ର ବାହିନୀ ପୋଷ୍ଟିଂ ପ୍ରସଙ୍ଗରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ

୧୩.ଫାଇଜର ପରେ ମଡର୍ଣ୍ଣାର ଦାବି: କରୋନା ଟିକା ୯୪.୫% ଫଳପ୍ରଦ